Author: Ayesha Debnath

Jagannath: ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ ପାଇଁ ଚର୍ଚ୍ଚାରେ ବିଦେଶୀ ମହିଳା। କେବଳ ମହିଳା ନୁହେଁ, ଟାଟୁ କରି ଚର୍ଚ୍ଚାରେ ଟାଟୁ ଷ୍ଟୁଡିଓ ସହ ଟାଟୁ ଆର୍ଟିଷ୍ଟ। ଟ୍ରେଂଡ଼ରେ ରହୁଥିବା ଟାଟୁ, କାହାର ଘର ଭାଙ୍ଗିଲା ତ କାହାର ମାନ ଇଜ୍ଜତ ନେଲଣି। ଦେହରେ ଟାଟୁ କରି ଚର୍ଚ୍ଚାକୁ ଆସିଛନ୍ତି ଆଉ ଜଣେ ମହିଳା। ଚର୍ଚ୍ଚାକୁ ଆସିବାର କାରଣ ହେଉଛି ପ୍ରଭୁ ଜଗନ୍ନାଥଙ୍କର ଟାଟୁ। ୨୩ ଜୁଲାଇ ୨୦୨୧ ମସିହା କଥା ଆପଣଙ୍କ ମନେ ଥାଇପାରେ। କଟକରେ ରହୁଥିବା ମୋହିତ ଶର୍ମା ନାମକ ଜଣେ ଯୁବକ ତାଙ୍କ ପତ୍ନୀଙ୍କ ନାଁରେ ଏମିତି ଏକ ଅଭିଯୋଗ ଆଣିଥିଲେ ଯାହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ମର୍କତ ନଗର ଥାନାରେ ସେ କହିଥିଲେ ଯେ, ତାଙ୍କ ପତ୍ନୀଙ୍କ ଗୁପ୍ତାଙ୍ଗରେ ଏକ ଟାଟୁ ରହିଛି ଯାହା ତାଙ୍କ ପୁର୍ବତନ ବୟଫ୍ରଣ୍ଡ ନାଁରେ ନାମିତ। ଏପରିକି ଗଣମାଧ୍ୟମରେ ଅଭିଯୁକ୍ତଙ୍କ ପତ୍ନୀ ବି ତାହା ସ୍ୱୀକାର କରି…

Read More