Author: Ayesha Debnath

Destination Wedding: ସାଧାରଣ ଲୋକ ହୁଅନ୍ତୁ କି ଅଭିନେତା ବା ରାଜନେତା, ସମସ୍ତେ ଡେଷ୍ଟିନେସନ ୱେଡିଙ୍ଗ କରିବା ପାଇଁ ପସନ୍ଦ କରୁଛନ୍ତି। ସୁନ୍ଦର ଲୋକେସନ ସହ ଅପୂର୍ବ ସାଜସଜ୍ଜାରେ ନିଜ ବିବାହର ଦିନକୁ ଆହୁରି ସ୍ପେସିଆଲ କରିବାକୁ ଚେଷ୍ଟା କରନ୍ତି। ହେଲେ ସେପଟେ ରାଜ୍ୟ ସରକାର ଓଡ଼ିଶା ବାହାରେ ବିବାହ ନ କରି ସମସ୍ତଙ୍କୁ ଆମ ଓଡ଼ିଶାରେ ଥିବା ପ୍ରାକୃତିକ, ନୈସଗ୍ରୀକ ଏବଂ ମନରୋମ ସ୍ଥାନରେ ବିବାହ କରିବା ପାଇଁ ଆହ୍ୱାନ ଦେଇଥିଲେ। ଓଡ଼ିଶାରେ ମଧ୍ୟ ବାହାର ରାଜ୍ୟ ଭଳି ଭଲ ଡେଷ୍ଟିନେସନ ରହିଛି। ତାକୁ ଚିହ୍ନଟ କରି ଲୋକଲୋଚନକୁ ଆଣିବା ପାଇଁ ଏଠାରେ ବିବାହ କଲେ ଓଡ଼ିଶାବାସୀ ଅଧିକ ଲାଭ ପାଇ ପାରିବେ। କିନ୍ତୁ ସରକାରଙ୍କ ଏହି ଆହ୍ୱାନକୁ ଅଣଦେଖା କରି ନେତାମାନେ ବାହାର ରାଜ୍ୟରେ ବିବାହ କରୁଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ବିଜେପି ନେତା ତଥା ଓଡ଼ିଆ ଅଭିନେତା ଅନୁଭବଙ୍କ ମହାନ୍ତିଙ୍କ ବିବାହରୁ ସ୍ପଷ୍ଟ ବାରି ହେଇ ପଡୁଛି।…

Read More