Author: Ayesha Debnath

Harsh Goenka: ହର୍ଷ ଗୋଏଙ୍କାଙ୍କର ବିତ୍ତଶାଳୀ ହେବାର ୬ ଉପାୟକୁ ଆପଣ ଅନୁସରଣ କରୁଛନ୍ତି କି ? ଯଦି ନୁହେଁ ତେବେ ତୁରନ୍ତୁ କରନ୍ତୁ ଫଲୋ । ଅର୍ଥନୈତିକ ସଂକଟର ଏହି ସମୟରେ ଆମେ ସମସ୍ତେ ଅର୍ଥ ରୋଜଗାର କରି ଧନୀ ହେବା ସହିତ ଆର୍ଥିକ ଶକ୍ତି ମଧ୍ୟ ଚାହୁଁଛୁ । ଶିଳ୍ପପତି ହର୍ଷ ଗୋଏଙ୍କାଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିବା ଏହି ୬ଟି ନିୟମ ଆପଣଙ୍କ ପାଇଁ ସହାୟକ ସାବ୍ୟସ୍ତ ହୋଇପାରେ । ଆରପିଜି ଗ୍ରୁପର ଅଧ୍ୟକ୍ଷ ହର୍ଷ ଗୋଏଙ୍କା ନିକଟରେ ସୋସିଆଲ ମିଡିଆ ଜରିଆରେ ସମ୍ପଦ ସୃଷ୍ଟି ଓ ସଞ୍ଚୟ କରିବାର କିଛି ସହଜ ତଥା ପ୍ରଭାବଶାଳୀ ଉପାୟ (ସମ୍ପତ୍ତି ସୃଷ୍ଟି ପାଇଁ ସୁବର୍ଣ୍ଣ ନିୟମ) ସେୟାର କରିଛନ୍ତି। ଏହି ନିୟମକୁ ଯେ କେହି ବି ନିଜ ଜୀବନରେ ଆପଣାଇ ଆର୍ଥିକ ସଫଳତା ଆଡକୁ ଯାଇପାରିବେ । ହର୍ଷ ଗୋଏଙ୍କା ଜଣେ ଜଣାଶୁଣା ଶିଳ୍ପପତି ଏବଂ ଆରପିଜି ଗ୍ରୁପର ଅଧ୍ୟକ୍ଷ ।…

Read More