Author: Ayesha Debnath

Ration Card: ରାସନ କାର୍ଡକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଏହା ନକରିଲେ କଟିଯାଇ ପରେ ରାସନ କାର୍ଡରୁ ଆପଣଙ୍କ ନାମ । e-kyc କରିନଥିଲେ କଟିଯିବ କି ରାସନ କାର୍ଡ? ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କେଉଁମାନଙ୍କର ରାସନ କାର୍ଡ କଟିବ ଓ କେଉଁ ମାନଙ୍କର ରହିବ, ସେନେଇ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ସରକାର କରିବେ ସର୍ଭେ । ୩୧ ମାର୍ଚ୍ଚ ପରେ ସାମ୍‌ନାକୁ ଆସିବ ପୂରା ତଥ୍ୟ । ୬ ଲକ୍ଷ ୩୫ହଜାର ପୋର୍ଟାଲ ଜରିଆରେ ପୂର୍ବରୁ ଆବେଦନ କରିଛନ୍ତି । ଏବେ ସେମାନଙ୍କ ସର୍ଭେ ଚାଲିଛି । ଏପ୍ରିଲ ୧୫ ସୁଦ୍ଧା ଏହି ସର୍ଭେ କାର୍ଯ୍ୟ ସରିବ । ସରକାର ନୂଆ ପୋର୍ଟାଲ ଖୋଲିଛନ୍ତି । ଏଥିରେ ୫୦ ହଜାର ଆବେଦନ ଆସିଛି । ସର୍ଭେ ପରେ ନୂଆ ହିତାଧିକାରୀ ସେମାନଙ୍କର ରାସନ ସାମଗ୍ରୀ…

Read More