Author: Ayesha Debnath

Ashokastami 2025: ହିନ୍ଦୁ ଧର୍ମରେ ୧୨ମାସରେ ୧୩ ପର୍ବ ପାଳନ କରାଯାଏ। ବିଶେଷ କରି ଆମ ଓଡ଼ିଶାରେ ସମସ୍ତ ପର୍ବ ବେଶ ଧୁମଧାମର ସହ ପାଳନ କରାଯାଏ । ଏଥିମଧ୍ୟରୁ ଗୋଟିଏ ପର୍ବ ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଅଶୋକାଷ୍ଟମୀ ପର୍ବ ପାଳିତ ହୁଏ । ଏହିଦିନ ଅଶୋକ ବୃକ୍ଷ ଏବଂ ଭଗବାନ ଶଙ୍କରଙ୍କର ପୂଜା କରାଯାଇଥାଏ। ଏଥିସହ ଅଶୋକ ଗଛ ଚାରିପଟେ ୧୦୮ ଥର ପରିକ୍ରମା କରିବା ଦ୍ୱାରା ପୂଣ୍ୟ ଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଉଲ୍ଲେଖ ରହିଛି, ତ୍ରେତୟା ଯୁଗରେ ଲଙ୍କାପତି ରାବଣ ଦେବୀ ସୀତାଙ୍କୁ ହରଣ କରି ନେବା ପରେ ଅଶୋକ ବନରେ ରଖିଥିଲେ । ଯେଉଁଠାରେ ମା ସୀତା ଭଗବାନ ରାମଙ୍କୁ ଅପେକ୍ଷା କରି ରହିଥିଲେ। ସେହି ଅଶୋକ ବନରେ ସୀତା ମାତାଙ୍କୁ ଭେଟି ହନୁମାନ ତାଙ୍କୁ ରାମଙ୍କ ମୁଦ୍ରିକା ମଧ୍ୟ ଦେଇ ଯଥାଶୀଘ୍ର ଭଗବାନ ତାଙ୍କ ନିକଟରେ ପହଞ୍ଚିବାର…

Read More