Author: Ayesha Debnath

Heat wave : ଭାରତରେ ଗ୍ଲୋବାଲ ୱାର୍ମିଂର ପ୍ରଭାବ ଅତି କମରେ ଏକ ଦଶନ୍ଧି ଧରି ସ୍ପଷ୍ଟ ହୋଇଛି । ଗ୍ରୀଷ୍ମ ଋତୁ ଦେଶର ଅଧିକାଂଶ ଅଞ୍ଚଳରେ ନିୟମିତ ଭାବରେ ବସନ୍ତ ଋତୁକୁ ଖାଇଥାଏ । ଗ୍ରୀଷ୍ମ ପ୍ରବାହ ଓ ତାହାର ପ୍ରଭାବରେ ଉଚ୍ଚ ତାପମାତ୍ରା ପ୍ରବଣ ଅଞ୍ଚଳ – ଉତ୍ତର, କେନ୍ଦ୍ରୀୟ ଏବଂ ପୂର୍ବ ଭାରତରେ କେବଳ ସୀମିତ ନୁହେଁ । ଉଦାହରଣ ସ୍ୱରୂପ, କୋଙ୍କଣ ଅଞ୍ଚଳ ଏବଂ କର୍ଣ୍ଣାଟକର କିଛି ଅଂଶରେ ଫେବୃଆରୀ ପ୍ରାରମ୍ଭରେ ଅତ୍ୟଧିକ ଉଚ୍ଚ ତାପମାତ୍ରା ଅନୁଭୂତ ହୋଇଥିଲା । ଲଗାତାର ଦ୍ବିତୀୟ ବର୍ଷ ପାଇଁ ଏପ୍ରିଲରୁ ଜୁନ୍ ମଧ୍ୟରେ ଦେଶର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଅପରିକି ଲଗାତାର ୧୦ ଦିନରୁ ଅଧିକ ସମୟ ଧରି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସତର୍କ କରାଯାଇଛି। ପୂର୍ବରୁ ଏଭଳି ଗ୍ରୋଷ୍ମ ପ୍ରବାହ ୪ରୁ…

Read More