Author: Ayesha Debnath

Rashifala: ବୁଧବାର ୩ ଏପ୍ରିଲ ୨୦୨୫ ଆଜି ଆପଣଙ୍କର ଦିନ କେମିତି ରହିବ, ଏହା ଜାଣିବାକୁ ସମସ୍ତେ ଉତସୁକ ରହିଥାନ୍ତି। ସହ ବିକାସ ଜନକ ମଙ୍ଗଳର ଗୋଚର ମଧ୍ୟ କର୍କ ରାଶିରେ ହେବାକୁ ଯାଉଛି, ଯାହାର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ିବ। ଦୈନିକ ଜୀବନରେ ପ୍ରତ୍ୟେକ ବ୍ୟକ୍ତି ତାଙ୍କର ଦିନର ଆରମ୍ଭରେ ବିଭିନ୍ନ ପ୍ରକାରର କାର୍ଯ୍ୟ କରିଥାନ୍ତି । ଦେଖନ୍ତୁ ଆଜିର ରାଶିଫଳ ଏବଂ ଜାଣନ୍ତୁ ଆଜି ହେବାକୁ ଯାଉଥିବା ଗ୍ରହ-ଗୋଚର ଏବଂ ଯୋଗ ଆପଣଙ୍କର ରାଶି ପାଇଁ କେମିତି ରହିବ। ମେଷ : ଆଜିର ଦିନ ମେଷ ରାଶି ଜାତକଙ୍କ ପାଇଁ ଉତ୍ତମ ରହିବ ବୋଲି ଆଶା କରାଯାଉଛି। ଆପଣ ଆପଣଙ୍କର ବିରୋଧୀଙ୍କର ମୁକାବିଲା କରିବାରେ ସଫଳ ହେବେ। ଜୀବନସାଥୀଙ୍କର ସହଯୋଗ ପ୍ରତି ସ୍ଥାନରେ ମିଳିବ ଏବଂ ଏକ ସୂନ୍ଦର ଯାତ୍ରାକୁ ଯିବା ପାଇଁ ଯୋଗ ମିଳିପାରେ। ବୃଷ : ଆଜିର ଦିନ ଚନ୍ଦ୍ରମା ଆପଣଙ୍କର ରାଶିରେ ରହିବେ,…

Read More