Author: Ayesha Debnath

Calendars: ଆପଣ କେବେ ଭାବିଛନ୍ତି କି, ଦୁନିଆରେ କ୍ୟାଲେଣ୍ଡର ନଥିଲେ, ଆମ ଜୀବନ କେମିତି ହୋଇଥାନ୍ତା? ଆମ ଦୁନିଆରେ କତେ ପ୍ରକାରର କ୍ୟାଲେଣ୍ଡର ଅଛି ଏବଂ କେଉଁ କ୍ୟାଲେଣ୍ଡର ବ୍ୟବହାର କରାଯାଉଛି ଆସନ୍ତୁ ଜାଣିବା ଏହି ବିଷୟରେ । ଆମର ପ୍ରତିଦିନର ଆରମ୍ଭ ଏକ ନୂତନ ତାରିଖ ସହିତ ହୁଏ। ବର୍ଷ, ମାସ, ଶୁଭ-ଅଶୁଭ ଦିନ, ଚନ୍ଦ୍ରଗ୍ରହଣ, ସୂର୍ୟଗ୍ରହଣ ଆଦିର ତଥ୍ୟ ବିଷୟରେ ଆମେ କ୍ୟାଲେଣ୍ଡର ଦ୍ୱାରା ଜାଣିବାକୁ ପାଉ। ହିନ୍ଦୁଙ୍କ ମଧ୍ୟରେ ପଞ୍ଚାଙ୍ଗ ଦେଖିବାର ପରମ୍ପରା ଅଛି । ତେବେ ଇସ୍ଲାମରେ ହିଜରୀ କ୍ୟାଲେଣ୍ଡର ଦେଖାଯାଇଥାଏ। କିନ୍ତୁ ଆପଣଙ୍କୁ ଜାଣିଛି କି, ବିଶ୍ୱରେ କେତେ ପ୍ରକାରର କ୍ୟାଲେଣ୍ଡର ବ୍ୟବହାର ହୁଏ। ଫ୍ରାନ୍ସରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣ ପଡ଼ି଼ଛି ଯେ, ଦୁନିଆରେ ୩୦,୦୦୦ ବର୍ଷ ଠାରୁ କ୍ୟାଲେଣ୍ଡର ବ୍ୟବହାର କରାଯାଉଛି। ଭାରତରେ ହିନ୍ଦୁ ପଞ୍ଚାଙ୍ଗର ଇତିହାସ ୧୦୦୦ ବର୍ଷ ପୂର୍ବରୁ ରହିଛି । ବର୍ତ୍ତମାନରେ ଗ୍ରେଗୋରିୟନ କଲେଣ୍ଡରର ବ୍ୟବହାର ହୁଏ…

Read More