Author: Ayesha Debnath

Vastu : ବାସ୍ତୁ ଶାସ୍ତ୍ରରେ ସମସ୍ତ ଦିଗ, ବିଭିନ୍ନ ଜିନିଷର ରଖିବାର ସଠିକ୍ ସ୍ଥାନ ବ୍ୟତୀତ ଶୁଭ-ଅଶୁଭ ସଂକେତ ବିଷୟରେ କୁହାଯାଇଛି । ସେହିପରି କାଚ ଭାଙ୍ଗିବା ବା ଆଇନା ଭାଙ୍ଗିବାକୁ ନେଇ ମଧ୍ୟ ଅନେକ ତଥ୍ୟ କୁହାଯାଇଛି। ହିନ୍ଦୁ ଧର୍ମ ଓ ଜ୍ୟୋତିଷ ଶାସ୍ତ୍ରରେ କାଚ ଭାଙ୍ଗିବାକୁ ଏକ ଅଶୁଭ ସଂକେତ ବୋଲି ମାନାଯାଏ । ଏହା ଦ୍ୱାରା ଆମ ଜୀବନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡ଼ିଥାଏ । କାଚ ଭାଙ୍ଗିବା ଶୁଭ କି ଅଶୁଭ ଏହା ସମୟ ଓ ସ୍ଥିତି ଉପରେ ନିର୍ଭର କରେ। ଆସନ୍ତୁ ଜାଣିବା ଏହା ଶୁଭ ହୋଇଥାଏ ନା ଅଶୁଭ? କାଚ ଭାଙ୍ଗିବାକୁ ନେଇ ଲୋକମାଙ୍କ ମଧ୍ୟରେ ଅନେକ ପ୍ରକାରର ମତାମତ ରହିଛି। କିଛି ଘଟଣାରେ ଏହାକୁ ଭଲ ମନା ଯାଇଥାଏ ତେବେ ଅଧିକାଂଶ ଘଟଣାରେ କାଚ ବା ଆଇନା ଭାଙ୍ଗିବା ଅଶୁଭ ମନା ଯାଇଥାଏ। ଏହି ବିଷୟରେ ବାସ୍ତୁ ଶାସ୍ତ୍ର କଣ କହୁଛି…

Read More