Author: Ayesha Debnath

Shani Dev: ଶନି ଦେବଙ୍କର ରାଶି ପରିବର୍ତ୍ତନ ହୋଇଛି। ପ୍ରାୟ ଦେଢ଼ ମାସ ନିଜ ରାଶି କୁମ୍ଭରେ ରହିବା ପରେ ୨୯ ମାର୍ଚ୍ଚ ୨୦୨୫ରେ ଶନି କୁମ୍ଭରୁ ମୀନ ରାଶିକୁ ପ୍ରବେଶ କରିଛନ୍ତି। ଏହି ଗୋଚର ବେଶ ଗୁରୁତ୍ତ୍ୱପୂର୍ଣ୍ଣ କାରଣ ଏହା ସହିତ ବହୁତ ରାଶିରେ ସାଢେସାତୀ ଓ ଶନିଙ୍କର ଦଶା ଆରମ୍ଭ କିମ୍ବା ସମାପ୍ତ ହୋଇଛି। ଭାରତୀୟ ଶାସ୍ତ୍ରମାନଙ୍କର ଅନୁସାରେ, ଶନି କେବେ ବି ଅନ୍ୟାୟ କରନ୍ତି ନାହିଁ, ସେ କେବଳ କର୍ମର ଫଳ ଦେଇଥାନ୍ତି। ଯେତେବେଳେ ଶନି ଦେବଙ୍କର ପଥ ବଦଳିଥାଏ ସେତେବେଳେ ମଣିଷର ଜୀବନ ମଧ୍ୟ ପଳଟି ଯାଏ। ଶନି ପ୍ରାୟ ୩୦ ମାସ କୁମ୍ଭ ରାଶିରେ ରହିବା ପରେ ବର୍ତ୍ତମାନ ମୀନ ରାଶିକୁ ପ୍ରବେଶ କରିଛନ୍ତି। ଶନିଙ୍କର ଏହି ଗୋଚର ଆଗାମୀ ୨.୫ ବର୍ଷ ଧରି ରହିବ ଏବଂ ୨୦୨୭ ପର୍ଯ୍ୟନ୍ତ ପ୍ରଭାବ ସୃଷ୍ଟି କରିବ। ଏହି ରାଶି ଉପରେ ରହିଛି ଶନିଦଶା: କୁମ୍ଭ ରାଶି-…

Read More