Author: Ayesha Debnath

Whatsapp Missing Scam: ଆଜିର ସମୟରେ ହ୍ଵାଟସ୍ଅପ୍ ସମସ୍ତଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଛି । ଏଠାରେ ଲୋକ ମ୍ୟାସେଜ୍, ଭିଡିଓ, ଫୋଟୋ ଶେୟାର କରିବା ସହିତ ସେମାନଙ୍କର କିଛି ଆବଶ୍ୟକ କାମ ମଧ୍ୟ କରନ୍ତି। କିନ୍ତୁ ଏହା ସାଇବର ଅପରାଧୀମାନଙ୍କର ପାଇଁ ମଧ୍ୟ ଏକ ସହଜ ପ୍ଲାଟଫର୍ମ ହୋଇଯାଇଛି । ଯେଉଁଥିରେ ସେମାନେ ଅତି ସହଜରେ ଲୋକଙ୍କୁ ଲୁଟି ପାରୁଛନ୍ତି । ନିକଟରେ ଠକେଇର ଆଉ ଏକ ସ୍କାମ ଭାଇରାଲ ହେଉଛି । ଯାହାର ନାମ ହେଉଛି “ନିଖୋଜ ସ୍କାମ” । ଏହି ସ୍କାମରେ ୟୁଜର୍ମାନେ ଏକ ହଜିଯାଇଥିବା ବ୍ୟକ୍ତିର ଫଟୋ ଦେଖେଇ ନିରୀହ ଲୋକଙ୍କ ପାଇଁ ଜାଲ ପକେଇଥାନ୍ତି । ଆପଣଙ୍କର ସୂଚନା ପାଇଁ କହିବାକୁ ଚାହୁଁଛି ଯେ, ଏହି ଠକେଇରେ ସାଇବର ଅପରାଧୀ ଅଜଣା ନମ୍ବରକୁ ହ୍ଵାଟସ୍ଅପ୍ ରେ ଫଟୋ ସହ ମିଛ ସୂଚନା ପଠାଇଥାନ୍ତି ଯେଉଁଥିରେ ବ୍ୟକ୍ତିଙ୍କର ନିଖୋଜ ହେବାର ସୂଚନା ଦେଇଥାନ୍ତି। କିନ୍ତୁ…

Read More