Author: Ayesha Debnath

Summer Care: ଗରମ ଦିନ ଆରମ୍ଭ ହେବା ସହ ମୁଖ୍ୟତଃ ନିଜ କିମ୍ବା ପରିବାରକୁ ସୁରକ୍ଷିତ ରଖିବା ପାଇଁ ସବୁଠାରୁ ଜରୁରୀ ହେଉଛି ଯେ ଗରମରେ ଅଧିକରୁ ଅଧିକ ହାଇଡ୍ରେଟ୍ ରହିବା ଓ ପ୍ରତି କ୍ଷଣରେ ଜଳ ପିଇବା। ଗରମରୁ ରକ୍ଷା ପାଇବା ପାଇଁ ଅଧିକ ଫଳ ଆହାର କରିବା ଉଚିତ, କାରଣ ଫଳ ଆପଣଙ୍କୁ ହାଇଡ୍ରେଟ୍ ରଖିଥାଏ ଏବଂ ଏନର୍ଜି ଦେଇଥାଏ। ଯେଉଁଥିରେ ତରବୁଜ ହେଉଛି ଏପରି ଏକ ଫଳ ଯାହାକୁ ଖାଇବା ଦ୍ୱାରା ଏହା ଆମ ଶରୀରରେ ଜଳର ପରିମାଣକୁ ବଢେଇଥାଏ । ଏବଂ ଏଥିରେ ଥିଲା ଆବଶ୍ୟକୀୟ ଭିଟାମିନ ଆମ ଶରୀର ପାଇଁ ଅନେକ ଆବଶ୍ୟକ। ଏହା ଗରମରେ ପାଣିର ଅଭାବକୁ ଦୂର କରିବାରେ ସାହାଯ୍ୟ କରେ, କାରଣ ଏଥିରେ 90 ପ୍ରତିଶତ ପାଣି ରହିଥାଏ। ଗରମରେ ସୁରକ୍ଷିତ ରହିବା ପାଇଁ ହଳକା ଓ ସୁତି କପଡ଼ା ପିନ୍ଧନ୍ତୁ, ତୀବ୍ର ଧୂପରେ ବାହାରିବା ସମୟରେ ସନସକ୍ରିନ୍ ବ୍ୟବହାର…

Read More