Author: Ayesha Debnath

Vastu Tips: ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ମାତା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଅନେକ ଜିନିଷ ପ୍ରତି ସଚେତନ ରହିବାକୁ ପଡ଼ିବ । ଏହାପରେ ଲକ୍ଷ୍ମୀ ମାତାଙ୍କର କୃପା ବର୍ତ୍ତିତ ରହିବ। ମାତା ଲକ୍ଷ୍ମୀଙ୍କର ବାସ ଯେଉଁ ଘରରେ ହୁଏ ସେହି ଘରେ ସୁଖ, ସମୃଦ୍ଧିର ବାସ ହୁଏ। କିନ୍ତୁ ଯଦି କାହାର ଘରେ ବାସ୍ତୁ ଦୋଷ ରହିଥାଏ ତେବେ ସେହି ଘରେ ଲକ୍ଷ୍ମୀଙ୍କର ବାସ ହୋଇ ନଥାଏ । ଲକ୍ଷ୍ମୀ ମାଆଙ୍କର ବାସ ସେହି ଘରରେ ହୁଏ ଯେଉଁ ଘର ସବୁବେଳେ ସଫା ରହିଥାଏ । ସେହିପରି, ଯଦି ଆପଣ ମା ଲକ୍ଷ୍ମୀଙ୍କର କୃପା ଚାହାଁନ୍ତି ନିଜ ଘରକୁ ସଫା ରଖନ୍ତୁ। ଯେଉଁ ଘରରେ ଅଳିଆ ଏବଂ ଅସ୍ୱଚ୍ଛତା ରହିଥାଏ ସେହି ଘରରେ ଲକ୍ଷ୍ମୀ ଆସି ନଥାନ୍ତି । ଏହି କାରଣରୁ ଲକ୍ଷ୍ମୀ ରାଗି ଯାଇଥାନ୍ତି । ଛାଡୁକୁ ମା ଲକ୍ଷ୍ମୀଙ୍କର ସ୍ୱରୂପ…

Read More