Author: Ayesha Debnath

Online Fraud: କିଛି ମାସ ତଳେ ଛତିଶଗଡ଼ରେ ଏକ ଅଭାବନୀୟ ଘଟଣା ଘଟିଥିଲା।ସେଠାର ଜଣେ 12 ବର୍ଷର ପୁଅ ତା ଶିକ୍ଷୟିତ୍ରୀ ମାଙ୍କ ବ୍ୟାଙ୍କ ଆକାଉଣ୍ଟରୁ 3 ଲକ୍ଷ ଦୁଇ ହଜାର ଟଙ୍କା ଉଠାଇ ଅନଲାଇନ ଗେମରେ ଖର୍ଚ୍ଚ କରିଦେଲା ,କିନ୍ତୁ ତା ମା ଏହି ଘଟଣାର ସୁରାକ ବି ପାଇଲେ ନାହିଁ। ବ୍ୟାଙ୍କ ଆକାଉଣ୍ଟରୁ ତିନି ଲକ୍ଷ ଟଙ୍କା ଚାଲିଯିବା ପରେ ଶିକ୍ଷୟିତ୍ରୀ ଜଣକ ଧରିନେଲେ ଯେ ସେ ଅନଲାଇନ ଠକେଇର ଶିକାର ହୋଇଛନ୍ତି। ପୁଲିସ ପାଖରେ ଅଭିଯୋଗ ପହଞ୍ଚିବା ପରେ ତନାଘନା ତ ଆରମ୍ଭ ହେଲା।ପୁଲିସ ପକ୍ଷରୁ ସେହି ଶିକ୍ଷୟିତ୍ରୀଙ୍କୁ କୁହାଗଲା ଥରେ ପୁଅକୁ ପଚାରନ୍ତୁ। ସେ ତାହା ହିଁ କଲେ।ଯେତେବେଳେ ପୁଅକୁ ପଚରାଗଲା ସବୁ କଥା ପଦାକୁ ଆସିଲା।ଆଜିକାଲି ପିଲାମାନେ ମୋବାଇଲରେ ଦିନ ସାରା ବ୍ୟସ୍ତ ରହିବା ଓ ଅନଲାଇନ ଗେମ ଖେଳିବା ଏକ ସାଧାରଣ କଥା ହୋଇ ସାରିଲାଣି ଓଏଥିରେ ଆଶ୍ଚର୍ଯ୍ୟ ହେବାର ବି କିଛି…

Read More