Author: Ayesha Debnath

Gold Rate: ରେକର୍ଡ ଉପରେ ରେକର୍ଡ ଭାଙ୍ଗୁଛି ସୁନା ଦର । ଗ୍ରାହକମାନଙ୍କୁ ହତାଶ କରିଛି ଏହି ସୁନା ଦର । ଦିନକୁ ଦିନ ହୁ ହୁ ହୋଇ ବଢୁଛି ଦର । ୩ ଦିନରେ ମହଙ୍ଗା ହେଲାଣି ୫ ହଜାରରୁ ଅଧିକ ଟଙ୍କା । ତେବେ ଟ୍ରମ୍ପଙ୍କ ଟାରିଫ ନୀତି ପରେ ଦର କମି ୫୬ ହଜାର ହୋଇଯିବ ବୋଲି କୁହାଯାଉଥିଲା । ହେଲେ ବର୍ତ୍ତମାନ ସୁନା ଦ୍ୱାରାରେ ଆସିଛି ବଡ଼ ପରିବର୍ତ୍ତନ। ହଠାତ ଏପରି ଦର ବଢିବା ଚିନ୍ତା ବଢ଼ାଇଛି ସାଧାରଣ ଜନତାଙ୍କର । ବିବାହ ବ୍ରତ ଠାରୁ ଆରମ୍ଭ କରି ଅନେକ ପର୍ବ ପର୍ବାଣିରେ ସୁନା କିଣାଯାଏ । ହେଲେ ବର୍ତ୍ତମାନ ସୁନାର ଦର ଦେଖି ଡରି ଯାଇଛନ୍ତି ଗ୍ରାହକ । ଆଜି ବି ସୁନା ଦର ବୃଦ୍ଧି ପାଇଛି । ୯୫ ହଜାର ଟଙ୍କା ଡେଇଁଛି ସୁନା । ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍…

Read More