Author: Ayesha Debnath

UPSC: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟରେ ୟୁପିଏସ୍ ସି ପରୀକ୍ଷାର୍ଥୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଘୋଷଣା କରାଯାଇଛି। ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କୁ ସହାୟତା କରିବା ପାଇଁ ଚାଲିଥିବା ପଦକ୍ଷେପର ଏକ ଅଂଶ ଭାବରେ, ବିଭାଗ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ୟୁପିଏସସି ସିଭିଲ ସର୍ଭିସ୍ ଆବାସିକ କୋଚିଂ ଯୋଜନା ଅଧୀନରେ ୨୦୦ ଯୋଗ୍ୟ ପ୍ରାର୍ଥୀଙ୍କୁ ମାଗଣା ଆବାସିକ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଖାଦ୍ୟ ଏବଂ ବାସସ୍ଥାନ ସହିତ ମାଗଣା କୋଚିଂ ଏହି ଯୋଜନା ପାଇଁ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ଏହା ୟୁପିଏସସି ପାଠ୍ୟକ୍ରମ ଅନୁଯାୟୀ ଉଭୟ ପ୍ରିଲିମ୍ସ ଏବଂ ମେନ୍ସ (ସାଧାରଣ ଅଧ୍ୟୟନ ଏବଂ ବିକଳ୍ପ ପ୍ରଶ୍ନପତ୍ର ସମେତ) ପାଇଁ ୧୧ ମାସର ନିବିଡ଼ ପ୍ରଶିକ୍ଷଣ କୁ ଅନ୍ତର୍ଭୁକ୍ତ କରିବ । ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଆବାସିକ ହେବ ଏବଂ ସରକାର ମନୋନୀତ ପ୍ରାର୍ଥୀଙ୍କ ପାଇଁ ଉଭୟ ଖାଦ୍ୟ ଏବଂ ରହିବାର ଯତ୍ନ ନେବେ ବୋଲି ଏଥିରେ…

Read More