Author: Ayesha Debnath

ଭୀଷଣ ଖରାରେ ଛିଡ଼ାଥିବା କାର କେତେବେଳେ ବି ବ୍ଲାଷ୍ଟ ହୋଇଯାଇପରେ। କାର ବ୍ଲାଷ୍ଟ ହେବାର ବିଭିନ୍ନ କାରଣରେ ହୋଇଥାଏ। ଏମିତିରେ ଭୁଲିକରି ମଧ୍ୟ ଏହି କିଛି ଜିନିଷ ଗାଡ଼ିରେ ରଖିବା ଉଚିତ ନୁହେଁ। ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଥିବା ବେଳେ ଅନେକ ରାଜ୍ୟରେ ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ନିଜର ଯତ୍ନ ନେବା ସହିତ ଗାଡ଼ିର ଏସିର ଯତ୍ନ ନେବା ମଧ୍ୟ ଜରୁରୀ । ଗରମ ଦିନରେ କାରରେ କିଛି ଜିନିଷ ଭୁଲରେ ମଧ୍ୟ ରଖିବା ଉଚିତ ନୁହେଁ। ଏହି ଜିନିଷ ସୂର୍ଯ୍ୟ ତାପରେ ଗରମ ହୋଇ ଆପଣଙ୍କର କାର ବ୍ଲାଷ୍ଟ ହୋଇ ପାରେ। ଆସନ୍ତୁ ଜାଣିବା ଆମ ଗାଡ଼ିରେ କେଉଁ କେଉଁ ଜିନିଷ ରଖିବା ଉଚିତ ନୁହେଁ । କାରରେ ପର୍ଫ୍ୟୁମ ରଖିବା ଉଚିତ ନୁହେଁ । ବାସ୍ତବରେ, ପର୍ଫ୍ୟୁମରେ ଅଲ୍କୋହଲ ଥାଏ ଯାହା ଗରମରେ ଗ୍ୟାସ୍ ହୋଇ ବୋତଲର ମଧ୍ୟରେ ଚାପ ବୃଦ୍ଧି…

Read More