Author: Ayesha Debnath

SORRY: ସରି ଶବ୍ଦ କେଉଁଠୁ ଆସିଛି ଓ ଏହାର ପ୍ରକୃତ ଅର୍ଥ କଣ….ବ୍ୟବହାର କରୁଥିଲେ ବି ଜାଣିନଥିବେ ଏହାର ଉତ୍ତର । Sorry କହିବାରେ ଆମେ ଏତେ ଅଭ୍ୟସ୍ତ ହୋଇଗଲୁଣି ଯେ ସବୁ ସମୟରେ ମୁହଁରୁ ସରି ବାହାରିଥାଏ । ଯେତେବେଳେ କେହି ଭୁଲ୍ ନକରି SORRY କୁହନ୍ତି, ସେ ସହଜରେ ଅନ୍ୟମାନଙ୍କ ବିଶ୍ୱାସ ଏବଂ ଆତ୍ମବିଶ୍ୱାସ ଲାଭ କରିପାରନ୍ତି । କିନ୍ତୁ ସବୁ କଥାରେ ସରି କହିବା ତୁମର ମାନସିକ ଦୁର୍ବଳତାର ସଙ୍କେତ ଭାବରେ ବିବେଚନା କରାଯାଏ। ବୋଧହୁଏ SORRY ଅଧିକ କହିଲେ ଲୋକମାନେ ଏହାକୁ କ୍ଷମା କରିବେ ବା ଏକ୍ସକ୍ୟୁଜ ମି ବୋଲି ଭାବନ୍ତି । କିନ୍ତୁ ଏହା ସେପରି ନୁହେଁ । ଆପଣ ଜାଣିଛନ୍ତି SORRY ପ୍ରକୃତରେ କେଉଁଠାରୁ ଆସିଛି ଓ ଏହାର ଅର୍ଥ କଣ? SORRY ର ପ୍ରକୃତ ଅର୍ଥ ହେଉଛି ଭୁଲ ପାଇଁ ଦୁଃଖିତ ଅନୁଭବ କରିବା, ଦୁଃଖ ପ୍ରକାଶ କରିବା କିମ୍ୱା ସମବେଦନା…

Read More