Author: Ayesha Debnath

ସୁସ୍ଥ ଜୀବନ ପାଇଁ ନିଦ ନିହାତି ଆବଶ୍ୟକ। ରାତିରେ ଭଲ ନିଦ ହେଲେ ଆମର ଦିନଟି ଭଲ ଭାବରେ କଟିଥାଏ । ହେଲେ ବର୍ତ୍ତମାନ ସମୟରେ ରାତିରେ ନିଦ ନଆସିବା ଏକ ସାଧାରଣ ସମସ୍ୟା ପାଲଟିଛି। ଅଧିକାଂଶ ଯୁବପିଢ଼ିଙ୍କଠାରେ କାର୍ଯ୍ୟ ଚାପ ହେଉ ଅବା ଅନ୍ୟାନ୍ୟ କାରଣରୁ ନିଦ୍ରାହୀନତା ଏକ ପ୍ରମୁଖ ସମସ୍ୟା ଦେଖାଯାଇଛି । ଏହି ସମସ୍ୟା ପାଇଁ ଅନେକ ଲୋକ ବିଭିନ୍ନ ଔଷଧ ଖାଇଥାନ୍ତି । ଯାହା ଅନ୍ୟାନ୍ୟ ସ୍ଵାସ୍ଥ୍ୟ ସମସ୍ୟାକୁ ଡାକି ଆଣିଥାଏ । ନିଦ୍ରାହୀନତାର ପ୍ରମୁଖ କାରଣ ହେଉଛି ଆମମାନଙ୍କର ପରିବର୍ତ୍ତିତ ଜୀବନଶୈଳୀ । ଏହି ସମସ୍ୟାକୁ ସାଧାରଣ ଭାବରେ ନେଲେ ପରବର୍ତ୍ତୀ ସମୟରେ ଏହା ଏକ ଗମ୍ଭୀର ସମସ୍ୟାର ରୂପ ଧାରଣ କରିପାରେ । ବିନା ଔଷଧରେ ଏହି ସମସ୍ୟାକୁ ଦୂର କରିବାର ଉପାୟ ସବୁବେଳେ ଆପଣ ବ୍ୟବହାର କରୁଥିବା ବେଡ଼୍‍ ଏବଂ ବେର୍ଡସିଟ୍‌କୁ ସଫା ରଖିନ୍ତୁ । ପ୍ରତ୍ୟେକ ସପ୍ତାହରେ ତକିଆ ଖୋଳକୁ…

Read More