Author: Ayesha Debnath

Vitamin-D From Sunlight: ଆମ ଶରୀର ପାଇଁ ‘ଭିଟାମିନ୍ ଡି’ ନିହାତି ଆବଶ୍ୟକ । ବିଶେଷ କରି ଶୀତ ଋତୁରେ ପ୍ରାୟତଃ ଲୋକମାନଙ୍କ ମଧ୍ୟରେ ଭିଟାମିନ୍ ଡିର ଅଭାବ ଦେଖାଯାଏ । ଏହା ଶରୀରର କାର୍ଯ୍ୟପ୍ରଣାଳୀକୁ ସଠିକ୍‌ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଭିଟାମିନ୍ ଡି ଅଭାବ ରହିଲେ ହାଡ ଖୁବ୍ ଶୀର୍ଘ ଦୁର୍ବଳ ହୋଇଯାଏ । ଆମ ଶରୀର ପାଇଁ ଭିଟାମିନ୍ ଡି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ହାଡ଼କୁ ମଜବୁତ କରିବା ସହ, ମେଟାବୋଲିଜିମ୍ କୁ ବଢ଼ାଇ ଥାଏ ଏବଂ ରୋଗପ୍ରତିରୋଧକ ଶକ୍ତିକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ଶୀତଦିନେ, ଯେତେବେଳେ ସୂର୍ଯ୍ୟ କିରଣ କମ ହୁଏ, ସେତେବେଳେ ଭିଟାମିନ୍ ଡି ଅଭାବ ହେବାର ଆଶଙ୍କା ବଢ଼ିଯାଏ । ଶରୀରରେ ଭିଟାମିନ୍ ଡିର ପରିମାଣ କମ ରହିଲେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ହାଡ଼, ମାଂସପେଶୀ ଓ ଦାନ୍ତକୁ ମଜବୁତ କରିବା…

Read More