Author: Ayesha Debnath

Benefits Papaya: ଶରୀରକୁ ସୁସ୍ଥ ରଖିବା ପାଇଁ ଆମକୁ ବିଭିନ୍ନ ଖାଦ୍ୟ ସହ ଫଳମୂଳ ଖାଇବା ଆବଶ୍ୟକ । ସେଭଳି ଏକ ହେଉଛି ଫଳ ଓ ପନିପରିବା ହେଉଛି ଅମୃତଭଣ୍ଡାର । ଏଥିରେ ବହୁ ଔଷଧୀୟ ଗୁଣ ରହିଛି । ପାଚିଲା ଅମୃତଭଣ୍ଡା ଖାଇବା ସମସ୍ତଙ୍କୁ ପସନ୍ଦ ହୋଇଥାଏ । ଏହା ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଶରୀରକୁ ଦରକାରୀ ପୋଷକତତ୍ୱ ଯୋଗାଇବା ସହ ଶରୀର ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ । ଏଥିରେ ଭିଟାମିନ-ଏ, ପ୍ରୋଟିନ, କାର୍ବୋହାଇଡ୍ରେଟ, ଫୋଲେଟ, କପର, ଫାଇବର, ପୋଟାସିମୟ, କ୍ୟାଲସିୟମ, ମ୍ୟାଗ୍ନେସିୟମ ଭଳି ପୌଷ୍ଟିକ ତତ୍ୱ ସହ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଯାହା କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ଆମର ତ୍ୱଚା ପାଇଁ ମଧ୍ୟ ଲାଭଦାୟକ । ଏହାକୁ ନିୟମିତ ନିଜ ଖାଦ୍ୟରେ ବ୍ୟବହାର କଲେ ଆମକୁ ଅନେକ ସ୍ୱାସ୍ଥ୍ୟ ଉପକାର ମିଳିପାରିବ। ଅମୃତଭଣ୍ଡା ଖାଇବା ଦ୍ୱାରା ଉଜ୍ଜଳ ଏବଂ ଚମକଦାର ଚେହେରା ମିଳେ…

Read More