Author: Ayesha Debnath

Break up signs: ପ୍ରେମ ସମ୍ପର୍କ ଅନ୍ୟସବୁ ସମ୍ପର୍କଠାରୁ ନିଆରା ହୋଇଥାଏ । ସେହି ସମ୍ପର୍କରେ ଭରି ରହିଥାଏ ଅସୀମ ଭଲପାଇବା। ଆଉ ବେଳେବେଳେ ହେଉଥିବା ରାଗରୁଷା ଓ ଅଭିମାନ ସେହି ସମ୍ପର୍କକୁ ଆହୁରି ମଜବୁତ କରିଥାଏ । ଜନ୍ମଜନ୍ମାନ୍ତର ପାଇଁ ସଙ୍ଗୀ ହେବାର ଆଶା ନେଇ, ସବୁ ସୁଖଦୁଃଖର ସାଥି ହେବାର ବଚନ ଦେଇଥାନ୍ତି । ହେଲେ ବେଳେବେଳେ ଖରାପ ସମୟ ପାଇଁ ହେଉ କି ଖରାପ ଭାଗ୍ୟ ପାଇଁ ସେହି ସମ୍ପର୍କଟି ବଞ୍ଚି ରହିପାରେ ନା । ଶେଷରେ ସେ ବି ଝଡ଼ି ଯାଏ ଗଛର ଶୁଖିଲା ପତ୍ର ପରି । ମନ ଭାଙ୍ଗିବା ପ୍ରେମୀ ବା ପ୍ରେମିକାକୁ ଗଭୀର ଏବଂ ବ୍ୟକ୍ତିଗତ ଯନ୍ତ୍ରଣା ଦେଇଥାଏ । ଏହା ଏକ ଅନୁଭୂତି ଯାହା ସମସ୍ତେ ନିଜ ଜୀବନର କିଛି ସମୟରେ ଅନୁଭବ କରନ୍ତି । ସମ୍ପର୍କରେ ଛୋଟ ରୁ ଛୋଟ ପରିବର୍ତ୍ତନ ଆସିଲେ, ତାହା ସହଜରେ ବୁଝି ହୋଇଯାଏ…

Read More