Author: Ayesha Debnath

Daily Bathing Side Effects: ପ୍ରତିଦିନ ଗାଧୋଇଲେ କୌଣସି କ୍ଷତି ହୁଏ ନାହିଁ । ଗରମ ଦିନ ହେଉ କି ଶୀତଦିନ ହେଉ ଆମକୁ ପ୍ରତିଦିନ ଗାଧୋଇବା ଆବଶ୍ୟକ। ପ୍ରତିଦିନ ସ୍ନାନ କରିବାଦ୍ୱାରା ମୃତ କୋଷ ଏବଂ ଜୀବାଣୁ ଆମ ଶରୀରକୁ ସଫା ହୋଇଥାନ୍ତି । ଯାହା ଆମକୁ ବିଭିନ୍ନ ପ୍ରକାରର ରୋଗ ହେବାର ଆଶଙ୍କାରୁ ରକ୍ଷା କରିଥାଏ । କିନ୍ତୁ ପ୍ରକୃତରେ ପ୍ରତିଦିନ ଶୀତଦିନେ ଗାଧୋଇବା ଆବଶ୍ୟକ କି? ଯଦି ଆପଣ ପ୍ରତିଦିନ ସ୍ନାନ କରିବା ଉଚିତ କି ନୁହେଁ, ଏହାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି, ତେବେ ଆମେ ଆପଣଙ୍କୁ ନିଶ୍ଚିତ ଭାବରେ ଜଣାଇବୁ ପ୍ରତିଦିନ ଗାଧୋଇବା ଠିକ୍ କି ନୁହେଁ ଏବଂ କାହିଁକି। ଉତ୍ତମ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଆମକୁ ପ୍ରତିଦିନ ଗାଧୋଇବା ଆବଶ୍ୟକ। ଶୀତଦିନେ ଅନେକ ଲୋକ ଗରମ ପାଣିରେ ଗାଧୋଇବାକୁ ପସନ୍ଦ କରନ୍ତି। ଗରମ ପାଣିରେ ଗାଧୋଇବା ଦ୍ୱାରା ଶରୀର ସତେଜ ହୋଇଥାଏ ଏବଂ…

Read More