Author: Ayesha Debnath

Benifits Of Spinach: ଶୀତ ଋତୁ ଆସିଲେ ବଜାରରେ ଯେଉଁ ଶାଗ ଅଧିକ ପରିମାଣରେ ଦେଖାଯାଏ, ସେ ହେଉଛି ପାଳଙ୍ଗ ଶାଗ । ଶୀତଦିନେ ଏହା ଏକ ସୁପର ଖାଦ୍ୟଠାରୁ କମ୍ ନୁହେଁ । ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ପନିପରିବା ମଧ୍ୟରେ ଶାଗର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଶାଗ ଖାଇବାରେ ଯେତେ ସ୍ୱାଦିଷ୍ଟ ସେତେ ହିଁ ଲାଭଦାୟକ । ଶୀତଦିନେ ପାଳଙ୍ଗ ଶାଗ ଶୀତରୁ ରକ୍ଷା କରିବାରେ ଏବଂ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । ଏଥିରେ ଆଇରନ, ଭିଟାମିନ୍ ଏ, ସି, ଏବଂ କେ ଭରପୂର ମାତ୍ରାରେ ରହିଛି । ଯାହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ପାଳଙ୍ଗ ଶାଗରେ ଅନେକ ଭିଟାମିନ୍ ରହିଛି । ଏହାସହିତ ଏହି ଶାଗରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ଯାହା ଅନେକ ରୋଗରୁ ଆମକୁ ମୁକ୍ତି ଦେଇଥାଏ । ସ୍ୱାସ୍ଥ୍ୟ…

Read More