Author: Ayesha Debnath

Vastu Tips for cars: ଆମ ଜୀବନ ସହିତ ବାସ୍ତୁର ଗଭୀର ସଂଯୋଗ ଅଛି । ଯଦି କୌଣସି ଜିନିଷ ବାସ୍ତୁ ଅନୁଯାୟୀ କରାଯାଏ ନାହିଁ ତେବେ ତାହା ସଠିକ୍ ଫଳାଫଳ ଦେବ ନାହିଁ । ଲୋକମାନେ ତାଙ୍କ ଘରେ ବିଭିନ୍ନ ପ୍ରକାରର ଭଗବାନଙ୍କ ଫଟୋ ବା ମୂର୍ତ୍ତି ଲଗେଇଥାନ୍ତି । ଯାହା ଦ୍ୱାରା ତାଙ୍କୁ ଶୁଭ ଫଳ ମିଳିଥାଏ । ସେହିପରି ଅଧିକାଂଶ ଲୋକ ନିଜ କାରରେ ଭଗବାନଙ୍କ ଛୋଟ ପ୍ରତିମା ରଖନ୍ତି । କିନ୍ତୁ ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, କାରରେ ଗଣପତିଙ୍କ ଏକ ଛୋଟ ପ୍ରତିମା ରଖିବା ଅତ୍ୟନ୍ତ ଶୁଭ ଅଟେ। ଭଗବାନ ଗଣେଶ କେତୁ ସହିତ ଜଡ଼ିତ । ଗଣପତି ଦୁର୍ଘଟଣାରୁ ରକ୍ଷା କରନ୍ତି ଏବଂ ରାସ୍ତାରେ ଆସୁଥିବା ସମସ୍ତ ବାଧାବିଘ୍ନକୁ ଦୂର କରନ୍ତି ବୋଲି ବିଶ୍ୱାସ କରାଯାଏ। ସେହିପରି କାରରେ ଭଗବାନ ହନୁମାନଙ୍କ ପ୍ରତିମା ସ୍ଥାପନ କରିବା ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ ।…

Read More