Author: Ayesha Debnath

 Aishwarya Rai: ଅଭିଷେକଙ୍କଠାରୁ ଛାଡପତ୍ର ନେବାର ଗୁଜବ ମଧ୍ୟରେ ଐଶ୍ୱର୍ଯ୍ୟା ରାୟ ତାଙ୍କ ନାମରୁ ‘ବଚ୍ଚନ’ ଟାଇଟେଲ ହଟାଇ ଦେଇଛନ୍ତି କି? ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଛାଡ଼ପତ୍ରକୁ ନେଇ ଦୀର୍ଘ ଦିନ ଧରି ହେଡ଼ଲାଇନରେ ରହିଛନ୍ତି । ସେମାନଙ୍କ ଛାଡପତ୍ରର ଗୁଜବ ବି-ଟାଉନର କରିଡ଼ରରେ ହେଡ଼ଲାଇନ ସୃଷ୍ଟି କରିଛି । ଯାହାକୁ ନେଇ ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କ ଫ୍ୟାନ୍ସମାନଙ୍କ ମଧ୍ୟରେ ଝଡ଼ ସୃଷ୍ଟି ହୋଇଛି । ତେବେ ଏହି ଦମ୍ପତି ନିଜେ ସେମାନଙ୍କ ସମ୍ପର୍କକୁ ନେଇ କୌଣସି ବିବୃତ୍ତି ଦେଇ ନାହାଁନ୍ତି କିମ୍ବା ଏହି ପ୍ରସଙ୍ଗରେ କେବେ ଖୋଲାଖୋଲି ଭାବେ ମନ୍ତବ୍ୟ ଦେଇନାହାଁନ୍ତି । କିଛି ସମୟ ଧରି ଦେଖାଯାଇଛି ଯେ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କୁ କୌଣସି ସ୍ଥାନରେ ଏକାଠି ଦେଖାଯାଏ ନାହିଁ । ଅନନ୍ତ-ରାଧିକାଙ୍କ ବିବାହରେ ମଧ୍ୟ ଐଶ୍ୱର୍ଯ୍ୟାଙ୍କୁ ‘ବଚ୍ଚନ ପରିବାର’ ସହିତ ଦେଖିବାକୁ…

Read More