Author: Ayesha Debnath

Abhishek- Aishwarya: ଗୁଜବରେ ଲାଗିଲା ବିରାମ । କିଛି ଦିନ ଧରି ଚାରିଆଡ଼େ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ଛାଡ଼ପତ୍ରକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଥିଲା । ଏହି ବିଷୟର ଆଲୋଚନା ମଧ୍ୟରେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ଗୋଟିଏ ପାର୍ଟୀରେ ଏକାଠି ପହଞ୍ଚିଥିଲେ । ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯାହା ସେମାନଙ୍କ ଅଲଗା ହେବାର ଗୁଜବକୁ ମିଥ୍ୟା ପ୍ରମାଣିତ କରିଛି । କିଛି ସମୟ ଧରି ସୋସିଆଲ ମିଡ଼ିଆରେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା । କୁହାଯାଉଛି ଯେ, ଖୁବ ଶୀଘ୍ର ଉଭୟ ଛାଡ଼ପତ୍ର ନେବାକୁ ଯାଉଛନ୍ତି । ଏହାକୁ ନେଇ କେବଳ ତାଙ୍କ ପରିବାରରେ ମଧ୍ୟରେ ନୁହଁ ବରଂ ତାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଧୀରେ ଧୀରେ ସମସ୍ତେ ରହକୁ ନେଇ ନିଜ ମନ୍ତବ୍ୟ ମଧ୍ୟ ଦେବାକୁ ଆରମ୍ଭ…

Read More