Author: Ayesha Debnath

Marriage Certificate: ବିବାହ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ବିବାହ ପରେ ସମସ୍ତଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସେ । ଏହି ବନ୍ଧନରେ ବାନ୍ଧି ହେବା ପରେ ବ୍ୟକ୍ତିର ଜୀବନରେ ଏକ ନୂଆ ମୋଡ଼ ଆସିଥାଏ । ଆଖିରେ ଅନେକ ସ୍ୱପ୍ନ ନେଇ ନିଜ ସ୍ୱାମୀର ହାତ ଧରିଥାଏ ଗୋଟିଏ ଝିଅ । ହାତରେ ଚୁଡ଼ି, ପାଦରେ ଅଳତା, ନାଲି ଶାଢ଼ୀ ପିନ୍ଧି ତା ସ୍ୱାମୀ ଘରକୁ ଚାଲି ଯାଏ ଝିଅ । ସେହିପରି ବେଶ ଧୁମଧାମର ସହ ବାଣ ଫୁଟେଇ, ଗୀତ ବଜେଇ ପୁଅ ଆସେ ଝିଅ ଘରକୁ । ହେଲେ ଏହାକୁ ପରବର୍ତ୍ତୀ ସମୟରେ ଏହି ବିବାହକୁ ଆଇନଗତ କରାଯାଇଥାଏ । ଯାହାକୁ ବିବାହ ପ୍ରମାଣପତ୍ର କୁହାଯାଏ । ଭାରତୀୟ ପରମ୍ପରାରେ ଉଭୟ ଧାର୍ମିକ ଏବଂ ଆଧ୍ୟାତ୍ମିକ ଦିଗରୁ ବିବାହର ବିଶେଷ ଗୁରୁତ୍ୱ ରହିଛି । ହାତଗଣ୍ଠି ପଡ଼ିବା ପରେ ଦୁହିଁଙ୍କ ପ୍ରାଥମିକତା ଓ ଦାୟିତ୍ୱ…

Read More