Author: Ayesha Debnath

Human Death & Shadow: ଆମ ଜୀବନର ସବୁଠାରୁ ବଡ଼ ସତ୍ୟ ହେଉଛି ମୃତ୍ୟୁ । ଏହି ଦୁନିଆରେ ଜନ୍ମ ହୋଇଥିବା ପ୍ରତ୍ୟକ ପ୍ରାଣୀର ମୃତ୍ୟୁ ନିଶ୍ଚିତ । ଯିଏ ସବୁବେଳେ ଆମ ସହ ରହିଥାଏ ସେ ହେଉଛି ଆମ ଛାୟା । ହେଲେ ଆପଣ ନିଶ୍ଚୟ ଶୁଣିଥିବେ ଯେ, ମୃତ୍ୟୁ ସମୟରେ ଛାଇ ମଧ୍ୟ ଜଣେ ବ୍ୟକ୍ତିଙ୍କୁ ଛାଡ଼ିଦିଏ, କିନ୍ତୁ ଏହି ଜିନିଷଗୁଡ଼ିକରେ କେତେ ସତ୍ୟ ଅଛି? ଏହା ପ୍ରକୃତରେ ଘଟେ କି ମୃତ୍ୟୁ ସମୟରେ ଛାଇ ମଧ୍ୟ ଜଣେ ବ୍ୟକ୍ତିଙ୍କ ପାର୍ଶ୍ୱ ଛାଡ଼ିଥାଏ? ବାସ୍ତବରେ, ଏହା ସହ ଜଡ଼ିତ ବା ଏହାକୁ ସତ ସାବ୍ୟସ୍ତ କରିବା ପାଇଁ କୌଣସି ବୈଜ୍ଞାନିକ ବିତର୍କ ନାହିଁ, କିନ୍ତୁ ହିନ୍ଦୁ ଧର୍ମରେ ବିଶ୍ୱାସ କରାଯାଏ ଯେ, ଯେତେବେଳେ ଜଣେ ବ୍ୟକ୍ତିର ମୃତ୍ୟୁ ଆସେ, ସେତେବେଳେ ତା ଛାଇ ମଧ୍ୟ ତାଙ୍କୁ ଛାଡ଼ି ଦେଇଥାଏ । ଆହୁରି ମଧ୍ୟ କୁହାଯାଏ ଯେ, ଯେତେବେଳେ ଜଣେ…

Read More