Author: Ayesha Debnath

Pregnancy: ମା’ ହେବା ଦୁନିଆର ସବୁଠାରୁ ବଡ଼ ଖୁସି ମଧ୍ୟରୁ ଗୋଟିଏ । ଏହି ସମୟରେ ଛୋଟରୁ ଛୋଟ ଅବହେଳା ଆପଣଙ୍କ ପାଇଁ ଏକ ବଡ଼ ସମସ୍ୟା ଆଣିପାରେ । ସେଥିପାଇଁ ଏହି ସମୟରେ ଅଧିକରୁ ଅଧିକ ଯତ୍ନବାନ ହେବା ଆବଶ୍ୟକ । ସମସ୍ତ ଗର୍ଭବତୀ ମହିଳାମାନଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧରୁ ଦୁଇ ତୃତୀୟାଂଶ ମହିଳା ମର୍ନିଙ୍ଗ ସିକନେସ ଅନୁଭବ କରିଥାନ୍ତି । ବିଶେଷ କରି ପ୍ରଥମ ମାସରେ ସେମାନେ ଅଧିକ ପ୍ରଭାବିତ ହୋଇଥାନ୍ତି । ଏହାର ଲକ୍ଷଣ ମଧ୍ୟରେ ପେଟ ସମସ୍ୟା ଏବଂ ବାନ୍ତି ଅନ୍ତର୍ଭୁକ୍ତ । ଗର୍ଭାବସ୍ଥାରେ ଏହି ରୋଗଗୁଡିକର ସର୍ବାଧିକ ବିପଦ ଅଛି, ତାହା ଜାଣିବା ନିହାତି ଆବଶ୍ୟକ । ଯଦି ଏହି ରୋଗଗୁଡ଼ିକୁ ରୋକିବା ପାଇଁ କାର୍ଯ୍ୟ କରାଯାଏ ନାହିଁ, ତେବେ ରୋଗଗୁଡ଼ିକ ମା’ ତଥା ପିଲାମାନଙ୍କ ମଧ୍ୟରେ ବ୍ୟାପିଥାଏ । କିନ୍ତୁ ଆପଣ ଜାଣନ୍ତି କି ଗର୍ଭାବସ୍ଥାରେ କେଉଁ ରୋଗର ବିପଦ ସର୍ବାଧିକ? ଏହା…

Read More