Author: Ayesha Debnath

Pushpa 2: ଦିନକୁ ଦିନ ପ୍ରସଂଶକଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି ‘ପୁଷ୍ପା ୨: ଦ ରୁଲ’ର କ୍ରେଜ । ଫିଲ୍ମ ପ୍ରଥମ ସପ୍ତାହରେ ଦମଦାର ପ୍ରଦର୍ଶନ କରିଛି । ଦିନକୁ ଦିନ ଏହାର ଆୟ ବଢ଼ିବାରେ ଲାଗିଛି । ‘ପୁଷ୍ପା ୨’ ବିଶ୍ୱବ୍ୟାପୀ ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗିଛି । ଏହି ଚଳଚ୍ଚିତ୍ରଟି ୪ ଦିନ ମଧ୍ୟରେ ସାରା ବିଶ୍ୱରେ ୮୦୦କୋଟି ପାର୍ କରିଛି ଏବଂ ଖୁବଶୀଘ୍ର ୧୦୦୦ କୋଟି କ୍ଲବରେ ଏଣ୍ଟ୍ରି ମରିବ ବୋଲି ଅନୁମାନ କରାଯାଉଛି । ଏହିପରି ସମୟରେ ରିଲିଜ ପୂର୍ବରୁ ଡିସେମ୍ବର ୪ରେ ହାଇଦ୍ରାବାଦର ସାନ୍ଧ୍ୟା ଥିଏଟରରେ ‘ପୁଷ୍ପା ୨’ର ସ୍କ୍ରିନିଂ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ମାମଲାରେ ଅଲୁ ଅର୍ଜୁନ, ତାଙ୍କ ସୁରକ୍ଷା ଏଜେନ୍ସି ଏବଂ ଥିଏଟର ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ହେଲେ ପରେ ଅଲୁ ଅର୍ଜୁନ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ । ଅଲୁ ଅର୍ଜୁନ ଏକ…

Read More