Author: Ayesha Debnath

Dolo-650 : ଭାରତୀୟମାନେ ଡୋଲୋ ୬୫୦କୁ କ୍ୟାଡବରୀ ଜେମ୍ସ ପରି ଖାଆନ୍ତି… ଏକ ପୋଷ୍ଟ ଏକ୍ସ ପ୍ଲାଟଫର୍ମରେ ହଇଚଇ ସୃଷ୍ଟି କରିଛି। ଆମେରିକୀୟ ଡାକ୍ତର ପାଲାନିଆପ୍ପାନ ମାନିକମ ଡୋଲୋ ସମ୍ବନ୍ଧରେ ଭାରତୀୟମାନଙ୍କ ମାନସିକତା ନେଇ ଏକ ପୋଷ୍ଟ କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି, ‘ଭାରତୀୟମାନେ ଡୋଲୋ ୬୫୦କୁ କ୍ୟାଡବରୀ ଜେମ୍ସ ପରି ଖାଆନ୍ତି।’ ଏହା ପରେ ସୋସିଆଲ ମିଡିଆରେ ଲୋକଙ୍କ ପ୍ରତିକ୍ରିୟାର ସୁଅ ଛୁଟିଛି। ଅନେକେ ଏହାକୁ ନେଇ ଖୁସି ପ୍ରକାଶ କରିଛନ୍ତି। ସ୍ୱାସ୍ଥ୍ୟ ସେବା ପେସାଦାରମାନେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ଯଦିଓ ଲୋକେ ଏହାକୁ ମଜାଳିଆ ଭାବେ ଗ୍ରହଣ କରିଛନ୍ତି, ତଥାପି ଅନେକେ ଚିନ୍ତା ପ୍ରକାଶ କରିଛନ୍ତି ଯେ ଲୋକେ ସାଧାରଣ ଜ୍ୱର ଓ ମୁଣ୍ଡବିନ୍ଧାରେ ଏହି ଔଷଧ ଖାଆନ୍ତି। ଏହାର ପାର୍ଶ୍ୱ ପ୍ରତିକ୍ରିୟା ନେଇ ମଧ୍ୟ ଚିନ୍ତା ଉତ୍ପନ୍ନ ହୋଇଛି। ପ୍ରତ୍ୟେକ ଦୋକାନରେ ମିଳେ ଡୋଲୋ ଡୋଲୋ-୬୫୦ ହେଉଛି ଏକ ପାରାସିଟାମଲ ଔଷଧ, ଯାହା ଏକ ସାଧାରଣ ସଲ୍ଟ…

Read More