Author: Ayesha Debnath

Karela Juice: ଅନେକ ପ୍ରକାରର ପୋଷକ ତତ୍ତ୍ୱରେ ଭରପୂର, କଲରା ଔଷଧଠାରୁ କମ୍ ନୁହେଁ । ଏଥିରେ ଭିଟାମିନ୍ ସି, ଭିଟାମିନ୍ ଏ, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଆଇରନ୍, ଫାଇବର ଏବଂ ଆଣ୍ଟିଅକ୍ସିଡ଼ାଣ୍ଟ ମିଳିଥାଏ। କଲରାରେ ଉପସ୍ଥିତ ଥିବା ମୋମୋର୍ଡାଇସିନ୍ ଏବଂ ପଲିପେପ୍ଟାଇଡ୍-ପି ନାମକ ଉପାଦାନ ଏହାକୁ ମଧୁମେହ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର କରିଥାଏ। ଏଥିରେ କ୍ୟାଲୋରୀ କମ୍ ଏବଂ ଡିଟକ୍ସାଇଫିଙ୍ଗ୍ ଗୁଣରେ ଭରପୂର । ତଥାପି, ଏହାକୁ ସୀମିତ ପରିମାଣରେ ଖାଇବାକୁ ପରାମର୍ଶ ଦିଆଯାଇଛି । ଅଧିକ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଆସନ୍ତୁ ଜାଣିବା କଲରା ରସ ସ୍ୱାସ୍ଥ୍ୟ ପାଇଁ କିପରି ଲାଭଦାୟକ ? ଆୟୁର୍ବେଦ ଅନୁଯାୟୀ, କଲରାର ତିକ୍ତ ସ୍ୱାଦରେ ଅନେକ ସ୍ୱାସ୍ଥ୍ୟ ଉପକାର କରିଥାଏ ଏବଂ ଅନେକ ରୋଗ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ । କଲରା ରସ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ, ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ…

Read More