Author: Ayesha Debnath

Human Interest: ଆପଣମାନେ ପ୍ରାୟତଃ ଲୋକଙ୍କ ଘରର କାନ୍ଥରେ ଲାଲ-ନୀଳ ପାଣିରେ ଭର୍ତ୍ତି ହୋଇଥିବା ପ୍ଲାଷ୍ଟିକ୍ ବୋତଲ ଝୁଲୁଥିବାର ନିଶ୍ଚୟ ଦେଖିଥିବେ । ଏହାକୁ ନେଇ ଲୋକଙ୍କ ବିଶ୍ୱାସ ଯେ, ଏପରି କରିବା ଦ୍ୱାରା ବା ଘରର କାନ୍ଥରେ ନାଲି-ନୀଳ ରଙ୍ଗର ପ୍ଲାଷ୍ଟିକ ବୋତଲ ଟାଙ୍ଗିବା ଦ୍ୱାରା କୁକୁରମାନେ ଆସିବେ ନାହିଁ। ବର୍ତ୍ତମାନ ପ୍ରଶ୍ନ ହେଉଛି ନାଲି ଏବଂ ନୀଳ ପାଣିରେ ଭର୍ତି ହୋଇଥିବା ପ୍ଲାଷ୍ଟିକ୍ ବୋତଲଗୁଡ଼ିକ ପ୍ରକୃତରେ କୁକୁରମାନଙ୍କୁ ଆସିବାକୁ ରୋକିଥାଏ ନା ଏହା କେବଳ ଏକ ଭ୍ରମ? ବାହାରେ ବୁଲୁଥିବା କୁକୁରମାନେ ପ୍ରାୟତଃ ଖାଦ୍ୟ ବା ରହିବା ସ୍ଥାନ ଖୋଜିବା ପାଇଁ ଲୋକଙ୍କ ଘରେ ପଶିଯାଆନ୍ତି । ଯାହାଦ୍ୱାରା ସେମାନେ ଅନେକ ସମୟରେ ଘରକୁ ଅସନା କରିଥାନ୍ତି । ଯାହାଦ୍ୱାରା ଆମକୁ ପରା ଣେକ ସମସ୍ୟା ହୋଇଥାଏ । ସେଥିପାଇଁ ଲୋକମାନେ ପ୍ରାୟତଃ କବାଟ ତଳେ ଜାରି ବାନ୍ଧି ଦେଇଥାନ୍ତି ବା ଲାଲ-ନୀଳ ପାଣିରେ ଭର୍ତ୍ତି ହୋଇଥିବା ପ୍ଲାଷ୍ଟିକ୍…

Read More