Author: Ayesha Debnath

Health Risk: ଜଳ ବିନା ଆମେ ବଞ୍ଚିପାରିବା ନାହିଁ । ପ୍ରତିଦିନ ୭-୮ ଗ୍ଲାସ୍ ପାଣି ପିଇବା ପରାମର୍ଶ ଦିଆଯାଇଛି। ହେଲେ ଯଦି ଜଳ ସଠିକ୍ ଢଙ୍ଗରେ ପିଇବା ତେବେ ଏହାର ଅନେକ ଲାଭ ଅଛି କିନ୍ତୁ ଯଦି ଭୁଲ ଭାବରେ ପିଇବା ତେବେ ଏହା ଆମର ଅନେକ ଅସୁବିଧା ମଧ୍ୟ କରିପାରେ । ଛିଡ଼ାହୋଇଥିବା ସମୟରେ ପାଣି ପିଇବାକୁ ନେଇ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି ଯେ ଏହାଦ୍ୱାରା ଅନେକ  ଗୁରୁତର ସମସ୍ୟା ସୃଷ୍ଟି ହୋଇପାରେ । ଜଳ ଆମକୁ ହାଇଡ୍ରେଟ୍ ରଖେ ଏବଂ ଅନେକ ରୋଗର ଆଶଙ୍କାକୁ କମାଇଥାଏ । ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବାକୁ ପରାମର୍ଶ ଦେଇଛନ୍ତି। କିନ୍ତୁ ପାଣି ପିଇବା ଯେତିକି ଗୁରୁତ୍ୱପୂର୍ଣ୍ଣ, ଏହାକୁ ସଠିକ୍ ଉପାୟରେ ପିଇବା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ଘରର ବଡ଼ମାନେ ସବୁବେଳେ ଆମକୁ ପାଣି ପିଇବାର ସଠିକ୍ ଉପାୟ କୁହନ୍ତି । ଯଦି…

Read More