Author: Ayesha Debnath

Mango Pickle: କେବଳ ଆମ୍ବ ଆଚାର ନାମ ଶୁଣିବା ମାତ୍ରେ ହିଁ ଆମ ମୁହଁରେ ପାଣି ଆସିଯାଏ । ଏହା ଯେତେ ସ୍ୱାଦିଷ୍ଟ ସେତେ ହିଁ ଲାଭକାରୀ। ଏମିତି ଖୁବ କମ ଲୋକହିଁ ଥିବେ ଯେଉଁମାନେ କି ଆଚାର ଖାଇବାକୁ ପସନ୍ଦ କରୁ ନଥିବେ । ପାରଟା, ଡାଲି, ଭାତ ହେଉ କିମ୍ବା କୌଣସି ତରକାରୀ କିମ୍ବା ରୁଟି ହେଉ, ଟିକିଏ ଆମ୍ବ ଆଚାର ଏହାର ସ୍ୱାଦ ବଢ଼ାଇ ଦେଇଥାଏ । ଆମ୍ବର ଋତୁ ପଳେଇଯିବା ପରେ ମଧ୍ୟ ଆମେ ଆଚାର ଖାଇ ଆମ୍ବର ସ୍ୱାଦ ନେଇ ପାରିବା। ସେଥିପାଇଁ ଆମ୍ବ ଋତୁ ଆସିବା ମାତ୍ରେ, ସମସ୍ତଙ୍କ ଘରେ ଅନେକ ପ୍ରକାରର ଆଚାର ତିଆରି କରାଯାଇଥାଏ । ଏମିତି ଅନେକ ଜାଗା ଅଛି ଯେଉଁଠାରେ, ଆମ୍ବ ଆଚାରକୁ ନିୟମିତ ଭାବରେ ଖିଆଯାଏ । ସେଥିପାଇଁ ଆମ୍ବ ଆଚାର ସାରା ବିଶ୍ୱରେ ପ୍ରସିଦ୍ଧ । ଏହି ବର୍ଷ ଗୁଗୁଲର ସର୍ବାଧିକ ସର୍ଚ୍ଚ ହୋଇଥିବା…

Read More