Author: Ayesha Debnath

Benifits of Hot Water: ଶୀତଋତୁରେ ଶରୀରକୁ ସୁସ୍ଥ ଏବଂ ଗରମ ରଖିବା ଏକ ଚ୍ୟାଲେଞ୍ଜ ହୋଇପାରେ। ଏପରି ପରିସ୍ଥିତିରେ, ଗରମ ପାଣିରେ ପାଦ ରଖିବା ଏକ ସରଳ କିନ୍ତୁ ଅତ୍ୟନ୍ତ ପ୍ରଭାବଶାଳୀ ପଦ୍ଧତି। ଯାହା ଆପଣଙ୍କ ଶରୀରକୁ ଅନେକ ଆଶ୍ଚର୍ଯ୍ୟଜନକ ଲାଭ ଦେଇପାରେ । ବିଶେଷ କଥା ହେଉଛି ଏହି ପ୍ରକ୍ରିୟା ଗ୍ରହଣ କରିବା ପାଇଁ କକୌଣସି ମହଙ୍ଗା ଚିକିତ୍ସା ଆବଶ୍ୟକ ନାହିଁ । ଆପଣ ଏହାକୁ ସହଜରେ ଘରେ କରିପାରିବେ । ଦିନରସବୁ କାମ ସାରିବା ପରେ ଯେତେବେଳେ ଆପଣ ଘରେ ପହଞ୍ଚିବେ, ସେତେବେଳେ ଆପଣ ସମ୍ପୂର୍ଣ୍ଣ କ୍ଳାନ୍ତ ହୋଇପଡ଼ିଥିବେ। ଏପରି ପରିସ୍ଥିତିରେ, ପ୍ରତ୍ୟେକ ଦିନ ମାତ୍ର ୧୦ ମିନିଟ୍ ପାଇଁ ପାଦକୁ ଗରମ ପାଣିରେ ବୁଡ଼ାଇବା ପରେ ଏହା କେବଳ ଆପଣଙ୍କର ଥକ୍କାପଣ ଦୂର କରିବ ନାହିଁ ବରଂ ଆପଣ ସତେଜ ମଧ୍ୟ ଅନୁଭବ କରିବେ । ଏହା କରିବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ଏବଂ…

Read More