Author: Ayesha Debnath

Male Mood Swings: ‘ମୁଡ୍ ସ୍ୱିଙ୍ଗ୍’ କହିଲେ ଏହାକୁ ଝିଅ ବା ମହିଳାମାନଙ୍କ ସହ ଯୋଡ଼ା ଯାଇଥାଏ। ଅନେକ ସମୟରେ ମହିଳାମାନଙ୍କର ‘ମୁଡ୍ ସ୍ୱିଙ୍ଗ୍’ ହେଉଥିବାର ଦେଖାଯାଏ। ତେବେ ଏହି ‘ମୁଡ୍ ସ୍ୱିଙ୍ଗ୍’ର ଅନେକ ଏବଂ ଭିନ୍ନ କାରଣ ମଧ୍ୟ ରହିଥାଏ। ହେଲେ ଆପଣ କେବେ ‘ମେଲ ମୁଡ୍ ସ୍ୱିଙ୍ଗ୍’ ବିଷୟରେ ଶୁଣିଛନ୍ତି କି? ଅନେକ ସମୟରେ ପରିବାରର ଲୋକେ ଏହାକୁ କାର୍ଯ୍ୟକ୍ଷେତ୍ରରେ ଅତ୍ୟଧିକ ଚାପ କାରଣରୁ ଏମିତି ଚିଡ଼ା ଲାଗିବା କିମ୍ବା କୌଣସି କାମରେ ମନ ନ ରହିବା ପରି ଲାଗୁଛି ବୋଲି ଭାବିନିଅନ୍ତି। ଏହାକୁ ଡାକ୍ତରି ଭାଷାରେ “ମେଲ୍ ଇରିଟେବଲ୍ ସିଣ୍ଡ୍ରୋମ୍” କୁହାଯାଏ। ମହିଳାମାନଙ୍କ ଠାରେ ମେନୋପଜ୍ ପରି ପୁରୁଷମାନଙ୍କ ଠାରେ ସାଧାରଣତଃ ୪୦-୬୦ ବର୍ଷ ବୟସରେ ଏହା ହର୍‌ମୋନାଲ୍ ଇମ୍‌ବାଲାନ୍ସ, “ଆଣ୍ଡ୍ରୋପଜ୍”ର ପ୍ରାଥମିକ ଲକ୍ଷଣ ହିସାବରେ ଦେଖାଯାଏ। ମେଲ୍ ଇରିଟେବଲ୍ ସିଣ୍ଡ୍ରୋମ୍‌ର କାରଣ: ମେଲ୍ ମୁଡ୍ ସ୍ୱିଙ୍ଗ୍ ମୁଖ୍ୟତଃ ବୟସ ବଢିବା ବା ବୟସ୍କ ହେବାର ପ୍ରକ୍ରିୟାରେ…

Read More