Author: Ayesha Debnath

Snake In Dream: ରାତିରେ ଶୋଇବାବେଳେ ଆମେ ଭଲ ସ୍ୱପ୍ନ ଦେଖିଥାଉ ଏବଂ ବେଳେବେଳେ ଖରାପ ସ୍ୱପ୍ନ ମଧ୍ୟ ଦେଖିଥାଉ। ଯାହାକୁ ଆମେ ସକାଳେ ଭୁଲି ଯାଉ। ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଏହି ସ୍ୱପ୍ନଗୁଡ଼ିକ ଆମ ଉପରେ ଭଲ ଏବଂ ଖରାପ ପ୍ରଭାବ ପକାଇଥାଏ । ସେହିଭଳି, ସ୍ୱପ୍ନରେ ସାପ ଦେଖିବା ମଧ୍ୟ ଶୁଭ ଏବଂ ଅଶୁଭ ସଙ୍କେତ ଦେଇଥାଏ । ଶାସ୍ତ୍ର ଅନୁଯାୟୀ, ଜୀବନରେ ରାହୁ ଦଶା ଆରମ୍ଭ ହେଲେ ସ୍ୱପ୍ନରେ ସାପ ଦେଖାଯାଇଥାଏ । ତେବେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ସ୍ୱପ୍ନରେ ସାପ ଦେଖିବାର ଅର୍ଥ ବିଭିନ୍ନ କାରଣ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ସାପ ସ୍ୱପ୍ନର ବିଭିନ୍ନ କରାଣ… ମନ୍ଦିରରେ ସାପ ଦେଖିବା: ବାସ୍ତୁ ଅନୁଯାୟୀ ସ୍ୱପ୍ନରେ କୌଣସି ମନ୍ଦିରରେ ସାପ ଦେଖିବା ଶୁଭ ବୋଲି ବିବେଚନା କରାଯାଏ । କୁହାଯାଏ ଯେ ଏପରି ସ୍ୱପ୍ନ ଆପଣଙ୍କର ଇଚ୍ଛା ଶୀଘ୍ର ପୂରଣ…

Read More