Author: Ayesha Debnath

Vastu For Diner: ବାସ୍ତୁ ଶାସ୍ତ୍ରର ଆମ ଜୀବନ ଉପରେ ଅନେକ ପ୍ରଭାବ ରହିଛି । ଯାହାକୁ ନ ମାନିଲେ ଏହା ଆମ ଜୀବନରେ ଅନେକ ଖରାପ ପ୍ରଭାବ ପକାଇଥାଏ । ସେହିପରି ରାତ୍ରି ଭୋଜନକୁ ନେଇ ମଧ୍ୟ ବାସ୍ତୁରେ ଅନେକ ନିୟମ ରହିଛି । ବାସ୍ତୁ ଶାସ୍ତ୍ର ଅନୁସାରେ ରାତିରେ ଅଧିକାଂଶ ଖାଦ୍ୟ ଖାଇବାକୁ ବାରଣ କରାଯାଇଥାଏ। ଯାହାର ପ୍ରଭାବ ମଣିଷର ସ୍ୱାସ୍ଥ୍ୟ ସହିତ ଆର୍ଥିକ ସ୍ଥିତି ଉପରେ ମଧ୍ୟ ପଡ଼ିଥାଏ । ଶାସ୍ତ୍ର ଅନୁସାରେ ରାତି ସମୟରେ କିଛି ଜିନିଷକୁ ଖାଇବା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଏହା ସହିତ ଶାସ୍ତ୍ର ଅନୁଯାୟୀ ଭୋଜନ କରୁଥିବାର ଦିଗ ,ସମୟ ଓ ଅନ୍ୟ କିଛି ବିଶେଷ କଥାକୁ ଧ୍ୟାନରେ ରଖିବା ଆବଶ୍ୟକ । ତେବେ ଚାଲନ୍ତୁ ଜଣିବା ବାସ୍ତୁ ଅନୁଯାୟୀ କ’ଣ ରହିଛି ଏହାର ନିୟମ… ଧାର୍ମିକ ମାନ୍ୟତା ଅନୁସାରେ ରାତ୍ରି ସମୟରେ କ୍ଷୀର ପିଇବା ଉଚିତ୍…

Read More