Author: Ayesha Debnath

Ajwain: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅଧିକାଂଶ ଲୋକ ମେଦବହୁଳତାରେ ଆକ୍ରାନ୍ତ। ସମସ୍ତେ ଓଜନ କମାଇବା ପାଇଁ ଚିନ୍ତିତ କିନ୍ତୁ ବ୍ୟାୟାମ ପାଇଁ ସମୟ ମିଳୁନି, ଚାକିରିରେ ଟାଇମିଂ ଠିକ୍‌ ରହୁନି ଯାହା ପରେ ଚାହିଁଲେ ବି ଶରୀରରେ ଧ୍ୟାନ ଦେଇପାରୁନାହାନ୍ତି। ମୋଟାପଣ ହେତୁ ଅନେକ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ ଶରୀରରେ। କିନ୍ତୁ ଏମିତି କିଛି କାମ ଅଛି ଯଦି ପ୍ରତିଦିନ ଆପଣ କରନ୍ତି ତେବେ ସହଜରେ ଓଜନ କମାଇପାରିବେ। ଏହା ଅତି ସହଜରେ ବଜାରରେ ମିଳିଥାଏ ନହେଲେ ପ୍ରାୟ ସମସ୍ତ ଘରେ ଥାଏ। ତାହା ହେଉଛି ଜୁଆଣି। ଜୁଆଣିକୁ ପ୍ରତିଦିନ ରାତିରେ ପାଣିରେ ଭିଜାଇ ରଖନ୍ତୁ। ସକାଳେ ଉଠି ସେ ପାଣିକୁ ଖାଲିପେଟରେ ପିଅନ୍ତୁ। ଏହାଦ୍ୱାରା ପେଟର ଚର୍ବି କମିଥାଏ। ଜୁଆଣିରେ ଅଧିକ ପରିମାଣରେ ଥାଇମୋଲ ଥାଏ ଯାହା ଚର୍ବି କମାଇବାରେ ସାହାଯ୍ୟ କରିଥାଏ। ଥାଇମୋଲରେ ମେଟାବୋଲିଜିମ୍‌ ଅଧିକ ଥାଏ ଯାହା ପାଚନ କ୍ରିୟାକୁ ସହଜ କରାଇଥାଏ। ଏସିଡିଟି ସମସ୍ୟା…

Read More