Author: Ayesha Debnath

Cancer: ନିୟମିତ ପନିପରିବା ଖାଇବା ଦ୍ୱାରା କର୍କଟ ରୋଗ ଭଳି ଏକ ଭୟଙ୍କର ରୋଗରୁ ରକ୍ଷା କରିପାରିବେ । ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ବାସ୍ତବରେ, ଫଳ ଏବଂ ପନିପରିବା ଫାଇବରରେ ପରିପୂର୍ଣ୍ଣ, ତେଣୁ ଏହାକୁ ଖାଇବା ଦ୍ୱାରା ଆପଣ ଓଜନ ହ୍ରାସ କରିବା ସହିତ କର୍କଟ ଭଳି ପ୍ରମୁଖ ରୋଗରୁ ମଧ୍ୟ ରକ୍ଷା ପାଇପାରିବେ । ଏହି ପନିପରିବାରେ ଅନେକ ପ୍ରକାରର ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ । ଯାହା ଶରୀରରେ କର୍କଟ କୋଷକୁ ବଢିବାରେ ରୋକିଥାଏ । ଏହା ବ୍ୟତୀତ, ଏହା ଆପଣଙ୍କୁ ମଧୁମେହ ଏବଂ ହୃଦଘାତ ଭଳି ରୋଗରୁ ରକ୍ଷା କରିବାରେ ମଧ୍ୟ ସହାୟକ ହୋଇଥାଏ । ତେଣୁ ଜାଣନ୍ତୁ କିଛି ପନିପରିବା ବିଷୟରେ ଯାହା ଆପଣଙ୍କୁ କର୍କଟ ରୋଗରୁ ରକ୍ଷା କରିବାରେ ଲାଭଦାୟକ ହେବ । ବିନ୍ସ ଏହି ବିନ୍ସସ ଫାଇବରରେ ଭରପୂର ଅଟେ । ରିସର୍ଚ ଅନୁଯାୟୀ, ବିନ୍ସ ଖାଇବା ଦ୍ୱାରା…

Read More