Author: Ayesha Debnath

Black Cumin: କଳା ଜିରା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ । ଏହା ଥକ୍କା ଏବଂ ଦୁର୍ବଳତାକୁ ଦୂର କରିଥାଏ, ଶରୀରରେ ଶକ୍ତି ଯୋଗାଇଥାଏ । ଏହାର ଆଣ୍ଟିମାଇକ୍ରୋବାୟଲ୍ ଗୁଣ ଯୋଗୁଁ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟାରେ କଳା ଜିରା ଉପକାରୀ ଅଟେ। ଦାନ୍ତବିନ୍ଧା ଓ ମୁଣ୍ତବିନ୍ଧା ଅନେକ ସମୟରେ ମାଇଗ୍ରେନ ହେଉବା ଶୋଇବାରେ ଅନିୟମିତତା କାରଣରୁ ଆମର ମୁଣ୍ଡବିନ୍ଧା ହୋଇଥାଏ । ଯଦି ଆପଣ ଏହି ଅସୁବିଧାର ସାମ୍ନା ପ୍ରତ୍ୟେକ ଦିନ କରୁଛନ୍ତି ତେବେ କଳାଜୀରା ଓ ତେଲକୁ ମିଶ୍ରଣ କରି ମୁଣ୍ତରେ ମାଲିସ କରନ୍ତୁ । ଯାହା ଆପଣଙ୍କୁ ତୁରନ୍ତ ଆରାମ ଦେବ । ଯଦି ଦାନ୍ତ ବିନ୍ଧା ହେବ କିଛି କଳା ଜୀରା ତେଲକୁ ଗରମ ପାଣିରେ ପକାନ୍ତୁ ଯନ୍ତ୍ରଣା ଦୂରେଇ ଯିବ। ପେଟ ଯନ୍ତ୍ରଣା ପେଟ ଯନ୍ତ୍ରଣା ହେଉଥିଲେ କଳା ଜୀରା ଏଥିରୁ ମୁକ୍ତି ଦେବ । ଯେପରି ଡାଇରିଆ,…

Read More