Author: Ayesha Debnath

Egg Curry: ଛୁଟି ଦିନରେ କିଛି ଅଲଗା ଏବଂ ସ୍ପେସିଆଲ ଖାଇବା ସମସ୍ତଙ୍କୁ ପସନ୍ଦ । ହେଲେ ଲଞ୍ଚରେ ସମସ୍ତଙ୍କ ପାଇଁ କ’ଣ ବନେଇବା, ଏହି ପ୍ରଶ୍ନଟା ସବୁବେଳେ ମୁଣ୍ଡରେ ଚାଲିଥାଏ । ତେବେ ଆଉ ଭାବନ୍ତୁ ନାହିଁ। କାରଣ ଆଜି ମୁଁ ଆପଣଙ୍କୁ ଏକ ସହଜ ଏବଂ ଟେଷ୍ଟି ଏଗ୍‌ କରୀ । ଯାହାକୁ ଖାଇବା ପରେ ଆପଣ ଏହାକୁ ଭଳି ପାରିବେନି ଏବଂ ପ୍ରତ୍ୟେକ ଛୁଟିଦିନରେ ଏହାକୁ ବନେଇବାକୁ ଇଛା କରିବେ। ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ରେସିପି। ଆବଶ୍ୟକ ସାମଗ୍ରୀ: ଅଣ୍ଡା – ୬ଟି, ରସୁଣ, ଅଦା, ମଗଜ, ଧଳା ରାଶି, ଦହି, କାଜୁ, କଞ୍ଚା ଲଙ୍କା, ଲୁଣ, ଧନିଆ ପତ୍ର, ଲାଲ ଲଙ୍କା, ହଳଦି, ଗରମ ମସଲା। ପ୍ରସ୍ତୁତି ପ୍ରଣାଳୀ: ଏଗ୍‌ କରୀ ବନାଇବା ପାଇଁ ସର୍ବପ୍ରଥମେ ସିଝା ଅଣ୍ଡାକୁ ସୋରିଷ ତେଲରେ ଫ୍ରାଏ କରନ୍ତୁ। ଆପଣ ଏହା ବଦଳରେ ଘିଅ ବି ବ୍ୟବହାର…

Read More