Author: Ayesha Debnath

Gita Upadesh: ଶ୍ରୀମଦ୍ ଭଗବତ ଗୀତା ହିନ୍ଦୁ ଧର୍ମର ସବୁଠୁ ପବିତ୍ର ଗ୍ରନ୍ଥ । ଯେଉଁଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଦୁର୍ମୂଲ୍ୟ ଉପଦେଶ ବର୍ଣ୍ଣିତ ରହିଛି। ଏହି ଉପଦେଶ ଭଗବାନ ମହାଭାରତ ଯୁଦ୍ଧଭୂମିରେ ସଖା ଅର୍ଜୁନଙ୍କୁ ଦେଇଥିଲେ । ଗୀତା ଜ୍ଞାନର ଅସରନ୍ତି ଭଣ୍ଡାର । ଗୀତାରେ ପ୍ରଦତ୍ତ ପ୍ରତିଟି ସନ୍ଦେଶ ଆଜି ବି ମାନବ ଜାତି ପାଇଁ ସେତିକି ପ୍ରାସଙ୍ଗିକ । ଏହା କେବଳ ଜୀବନର ଅର୍ଥ ଓ ମର୍ମ ସମ୍ପର୍କରେ ଶିକ୍ଷା ଦିଏ ନାହିଁ ବରଂ ମନୁଷ୍ୟର ଜୀବନର ତମାମ୍ ସମସ୍ୟାର ସମାଧାନ ମିଳେ । ଗୀତା ଆଜିର ଚାପଗ୍ରସ୍ତ, ଜଞ୍ଜାଳମୟ ଜୀବନରେ ବଞ୍ଚିବାର ପଥ ପ୍ରଦର୍ଶନ କରେ । ଆଜି ଆମେ ଗୀତାରେ ବର୍ଣ୍ଣିତ ଶ୍ରୀକୃଷ୍ଣ ମୁଖ ନିସୃତ 7ଟି ଅମୃତ ବାଣୀ ସମ୍ପର୍କରେ କହିବୁ ଯାହାକୁ ପାଳନ କରି ଜଣେ ସଫଳତା ହାସଲ କରିବା ସହ ସୁଖମୟ ଜୀବନ ଜିଇଁପାରିବ । କର୍ମ କର ଫଳର ଆଶା…

Read More