Author: Ayesha Debnath

Clay Pot Cooking: ଆଧୁନିକତା ଏବଂ ଫ୍ୟାଶନର ଦ୍ରୁତ ବୃଦ୍ଧିରେ ପ୍ରତ୍ୟେକ ବ୍ୟକ୍ତି ପ୍ରକୃତିଠାରୁ ଅଧିକ ଦୂରେଇ ଯାଉଛନ୍ତି । ଏଥି ପାଇଁ ମଣିଷ ସେହି ଜିନିଷଗୁଡ଼ିକରୁ ଦୂରେଇ ଯାଇଛି ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଥିଲା, କିନ୍ତୁ ରୋଗ ପୁଣି ଥରେ ଲୋକଙ୍କୁ ପ୍ରାକୃତିକ ଜିନିଷ ସହିତ ସଂଯୋଗ କରିବାକୁ ଶିକ୍ଷା ଦେଉଛି । ୱାଟର କୁଲର, ଗ୍ରାଇଣ୍ଡର, ଷ୍ଟିଲ ଏବଂ ପ୍ଲାଷ୍ଟିକ ବ୍ୟବହାର କରୁଥିବା ସେହି ଲୋକମାନେ ବର୍ତ୍ତମାନ ମାଟି ହାଣ୍ଡି, ଶିଳ, ଲୁହା କଡେଇ ଏବଂ ତମ୍ବା ବୋତଲ ପ୍ରତି ଆକର୍ଷିତ ହେଉଛନ୍ତି। ମାଠିଆ ଏବଂ ସୁରେଇରେ ପାଣି ଭର୍ତ୍ତି କରି ରଖିବା ଦ୍ୱାରା ଏହା କେବଳ ଥଣ୍ଡା ହୋଇନଥାଏ ବରଂ ଏଥିରେ ପ୍ରଚୁର ପୋଷକ ତତ୍ତ୍ୱ ମଧ୍ୟ ରହିଥାଏ ଏବଂ ଏହାର ସ୍ୱାଦ ମଧ୍ୟ ମଧୁର ହୋଇଥାଏ । ମାଟିରେ ନାଇଟ୍ରୋଜେନ୍, ଫସଫରସ୍, ପୋଟାଶ୍, କ୍ୟାଲସିୟମ୍, ସଲଫର୍ ଏବଂ ମ୍ୟାଗ୍ନେସିୟମ୍ ଭଳି ଉପାଦାନ ରହିଥାଏ, ଯାହା…

Read More