Author: Ayesha Debnath

Malai Chingudi: ଆଜି ରବିବାର ଥିବାରୁ ଘରେ ଘରେ ଆମିଷ ତିଆରି କରାଯିବ । ସାଧାରଣତଃ ଛୁଟିଦିନରେ ମଟନ୍ କିମ୍ବା ଚିକେନ ଖାଉଥିବେ । ହେଲେ ଏଥର ଘରେ ବନାନ୍ତୁ ରେସ୍ତୋରାଁ ଷ୍ଟାଇଲରେ ମଲାଇ ଚିଙ୍ଗୁଡ଼ି । ଏହାର ସ୍ବାଦ ଏମିତି ଯେ, ଆପଣ ଚିକେନ, ମଟନ୍ ବି ଭୁଲିଯିବେ । ଚାଲନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ମଲାଇ ଚିଙ୍ଗୁଡ଼ି । ଆବଶ୍ୟକୀୟ ସାମଗ୍ରୀ: ଚିଙ୍ଗୁଡ଼ି  ନଡିଆ କ୍ଷୀର କଟା ପିଆଜ ଅଦା ରସୁଣ ପେଷ୍ଟ କଟା ଟମାଟୋ ଲଙ୍କା ପାଉଡ଼ର, ଜିରା ପାଉଡ଼ର ହଳଦୀ ଲୁଣ ଗରମ ମସାଲା ତେଜପତ୍ର ଡାଲଚିନି ଗୁଜୁରାତି ଜିରା ପ୍ରସ୍ତୁତି ପ୍ରଣାଳୀ: ଚିଙ୍ଗୁଡିକୁ ଭଲ ଭାବେ ଧୋଇ ହଳଦୀ ଓ ଲୁଣ ପକାଇ ଗୋଳାଇ ରଖନ୍ତୁ । ଗ୍ୟାସ୍ ଉପରେ କଡେଇ ଗରମ କରି୨-ଚାମଚ ତେଲ ପକାନ୍ତୁ ଏବଂ ଏଥିରେ ଚିଙ୍ଗୁଡି ଭାଜନ୍ତୁ । ଏବେ କଡେଇରେ ପୁଣିଥରେ ତେଲ ପକାଇ ଏଥିରେ…

Read More