Author: Ayesha Debnath

Mehendi: ଛୋଟ ପିଲା ହେଉ କି ବୃଦ୍ଧ ମହିଳା ସମସ୍ତେ ତାଙ୍କ ହାତରେ ମେହେନ୍ଦି ଲଗେଇବାକୁ ପସନ୍ଦ କରନ୍ତି। ମେହେନ୍ଦି ଲଗେଇଲେ ହାତ ଦେଖାଯାଏ ସେତେହିଁ ମେହେନ୍ଦିର ସୁଗନ୍ଧ ସମସ୍ତଙ୍କୁ ଭଲ ଲାଗେ। ବିଭିନ୍ନ ଡିଜାଇନ୍‌ରେ ମେହେନ୍ଦୀକୁ ହାତ ଏବଂ ପାଦରେ ଲଗାଯାଉଛି। ବାହାଘର ଓ ବିଭିନ୍ନ ପର୍ବ ପର୍ବାଣୀରେ ଝିଅ ଓ ବୋହୂମାନେ ହାତରେ ମେହେନ୍ଦୀ ଲଗାଇଥାନ୍ତି। ବାହାଘର ବେଳେ ସବୁ ଯୁବତୀ ଚାହାନ୍ତି ସେମାନଙ୍କ ମେହେନ୍ଦୀ ସବୁଠାରୁ ଗାଢ଼ ଦେଖାଯାଉ। ଏଥିପାଇଁ ସେମାନେ ବିଭିନ୍ନ ପ୍ରକାର ଟିପ୍ସ ଅନୁସରଣ କରିଥାନ୍ତି। ଆସନ୍ତୁ ଜାଣିବା କିଛି ବିଉଟି ଟିପ୍ସ୍ ବିଷୟରେ । ମେହେନ୍ଦୀ ଲଗାଇବା ପୂର୍ବରୁ ହାତ ଓ ପାଦକୁ ଭଲ ଭାବେ ସଫା କରନ୍ତୁ। ହାତ ଓ ପାଦ ଭଲ ଭାବେ ପରିଷ୍କାର ହୋଇଗଲେ ମେହେନ୍ଦୀ ଭଲ ଭାବେ ପାଚିଥାଏ। ମେହେନ୍ଦୀ ଲଗାଇବା ପରେ କିଛି ଘଣ୍ଟା ଶୁଖିବା ଲାଗି ଛାଡ଼ି ଦିଅନ୍ତୁ। ପାଖାପାଖି ୫ ଘଣ୍ଟା ପର୍ଯ୍ୟନ୍ତ…

Read More