Author: Ayesha Debnath

Honey: ମହୁ ଆମର ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ । ଶୀତ ଦିନେ ନିୟମିତ ମହୁ ପିଇଲେ ଅନେକ ଲାଭ ମିଳିଥାଏ । ଏହା ଋତୁକାଳୀନ ରୋଗ ପାଇଁ ଏକ ଭଲ ପ୍ରତିକାର ଭାବେ କାର୍ଯ୍ୟ କରେ। ଏଥିର ଥିବା ଔଷଧୀୟ ଗୁଣ ଓ ପୋଷକତତ୍ତ୍ବ ଥଣ୍ଡା, କାଶ ସମେତ ବିଭିନ୍ନ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ । ଖାସ୍ କରି ଶୀତ ଦିନରେ । ସାଧାରଣତଃ ଶୀତ ଦିନେ ଅନେକ ଲୋକଙ୍କୁ ଥଣ୍ଡା କାଶ ଆଦି ହୋଇଥାଏ । ଏମିତିରେ ପ୍ରତିଦିନ ମହୁ ଖାଇବା ଭଲ । ଏହି ଖବରରେ ଜାଣନ୍ତୁ ନିୟମିତ ମହୁ ଖାଇଲେ ଶରୀରକୁ କେମିତି ଫାଇଦା ମିଳେ । ମହୁ ଖାଇବାର ଫାଇଦା: ମହୁ ଔଷଧୀୟ ଗୁଣରେ ଭରପୂର । ଏଥିରେ ମ୍ୟାଗ୍ନେସିୟମ, ଆଇରନ ଓ କ୍ୟାଲସିୟମ ଭଳି ଖଣିଜସାର ମିଳେ । ଯାହା ସଂକ୍ରାମକ ରୋଗ ସହ ଲଢିବାରେ ଶରୀରକୁ ଶକ୍ତି…

Read More