Author: Ayesha Debnath

Crying: କାନ୍ଦିବା ଏକ ସାଧାରଣ କଥା। କାନ୍ଦିବା ଦ୍ୱାରା ମନ ହାଲୁକା ହୋଇଥାଏ । କାନ୍ଦିବା ଦ୍ୱାରା ମନ ଶାନ୍ତ ମଧ୍ୟ ହୋଇଥାଏ। ବାସ୍ତବରେ, ଅନେକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ କାନ୍ଦିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇପାରେ। କାନ୍ଦିବା ଦ୍ୱାରା ଆପଣଙ୍କ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । କାନ୍ଦିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ’ଣ ଲାଭ ଦେଇପାରେ ଆସନ୍ତୁ ଜାଣିବା। ଆପଣମାନେ ଡାକ୍ତରଙ୍କଠାରୁ ଶୁଣିଥିବେ,ମନଖୋଲା ହସ,ଶରୀର ସୁସ୍ଥ । ଖାଲି ହସ ପାଇଁ ଲାଫିଙ୍ଗ୍ କ୍ଲବର ମଧ୍ୟ ଉଦ୍ଭାବନ ହୋଇଛି । ଯେଉଁଠି ଆପଣ ମନଭରି ହସିବେ ଆଉ ସୁସ୍ଥ ରହିବେ । ହେଲେ ମନଭରି କାନ୍ଦିବାର ମଧ୍ୟ ଅନେକ ଲାଭ ରହିଛି । ଆଜି ଆମେ ଆପଣଙ୍କୁ କହିବୁ ଯେ, ମନଖୋଲି କାନ୍ଦିବା ଦ୍ୱାରା ଶରୀରର କେଉଁ କେଉଁ ସମସ୍ୟାରେ ପରିବର୍ତ୍ତନ ଦେଖାଯାଏ । ଯେତେବେଳେ ଆପଣ କାନ୍ଦୁଛନ୍ତି ସେତେବେଳେ ଆପଣଙ୍କ ଆଖିରୁ…

Read More